
ଭୁବନେଶ୍ୱର, 28 ଡିସେମ୍ବର (ହି.ସ.)- ପଦ୍ମ ବିଭୂଷଣ ସ୍ବର୍ଗତ ଅରୁଣ ଜେଟଲୀଙ୍କ ସ୍ମରଣ
କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତର ପୂର୍ବତନ ଅର୍ଥମନ୍ତ୍ରୀ, ପଦ୍ମ ବିଭୂଷଣ
ସ୍ବର୍ଗତ ଅରୁଣ ଜେଟଲୀଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା