ନନ୍ଦନକାନନରେ ମାଆ ହେଲା ବାଘୁଣୀ 'ଜୟଶ୍ରୀ'
ଭୁବନେଶ୍ୱର, 28 ଡିସେମ୍ବର (ହି.ସ.)- ନନ୍ଦନକାନନରୁ ଆସିଲା ଭଲ ଖବର । ଜନ୍ମ ନେଲା ବାଘ ଶାବକ I ଅପ୍ରାପ୍ତ ବୟସରେ ମା’ହେଲା ବାଘୁଣୀ ଜୟଶ୍ରୀ I ମାତ୍ର ୩୪ ମାସ ବୟସରେ ସର୍ବକନିଷ୍ଠ ମା’ବାଘୁଣୀ ଜୟଶ୍ରୀ ହେବା ପରେ ନବଜାତ ବାଘ ଛୁଆକୁ ଗ୍ରହଣ କରୁନି ସେ I ଗତ ରାତ୍ରିରେ ୩ ଶାବକଙ୍କ
ବାଘ


ଭୁବନେଶ୍ୱର, 28 ଡିସେମ୍ବର (ହି.ସ.)- ନନ୍ଦନକାନନରୁ ଆସିଲା ଭଲ ଖବର । ଜନ୍ମ ନେଲା ବାଘ ଶାବକ I ଅପ୍ରାପ୍ତ ବୟସରେ ମା’ହେଲା ବାଘୁଣୀ ଜୟଶ୍ରୀ I ମାତ୍ର ୩୪ ମାସ ବୟସରେ ସର୍ବକନିଷ୍ଠ ମା’ବାଘୁଣୀ

ଜୟଶ୍ରୀ ହେବା ପରେ ନବଜାତ ବାଘ ଛୁଆକୁ ଗ୍ରହଣ କରୁନି ସେ I ଗତ ରାତ୍ରିରେ ୩

ଶାବକଙ୍କ ମଧ୍ୟରୁ ୨ ମୃତ, ଗୋଟି ଜୀବିତ ଥିବା

ଜଣାପଡ଼ିଛି I ଶାବକଟିକୁ ଉଦ୍ଧାର କରି ଶିଶୁଯତ୍ନ ଗୃହକୁ ନେଇ ପ୍ରାଣୀ

ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା କରାଯାଉଛି। ସେପଟେ ଜୀବିତ ଗୋଟିଏ ଶାବକକୁ ମିଶାଇ ନନ୍ଦନକାନନ

ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande