ସିଆଇଟିୟୁର ୧୮ଶ ସର୍ବ ଭାରତୀୟ ସମ୍ମିଳନୀ ପାଇଁ ସିଟୁ ଅଫିସ ସମ୍ମୁଖରେ ଲାଲ ପତାକା ଉତୋଳନ
ଭଦ୍ରକ, ୩୧ ଡିସେମ୍ବର (ହି.ସ.) - ଆଜି ଦେଶର ଡବଲ ଇଞ୍ଜିନ ସରକାର୍‌ଙ୍କ ଶ୍ରମିକ ବିରୋଧୀ ମାଲିକ ସପକ୍ଷ ବାଦୀ ଚାରି ଗୋଟି ଶ୍ରମ କୋଡ ବାତିଲ କରିବା, ଶ୍ରମଜୀବୀ ମାନଙ୍କ ସାମାଜିକ ସୁରକ୍ଷାକୁ ସୁଦୃଢ କରିବ. ସମସ୍ତ୍ ସ୍କିମ୍ ଶ୍ରମିକ ମାନଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ କରିବା, ସର୍ବ ନିମ୍ନ ମାସକୁ ମଜୁ
CITU LAL PATAKA UTOLLAN


ଭଦ୍ରକ, ୩୧ ଡିସେମ୍ବର (ହି.ସ.) - ଆଜି ଦେଶର ଡବଲ ଇଞ୍ଜିନ ସରକାର୍‌ଙ୍କ ଶ୍ରମିକ ବିରୋଧୀ ମାଲିକ ସପକ୍ଷ ବାଦୀ ଚାରି ଗୋଟି ଶ୍ରମ କୋଡ ବାତିଲ କରିବା, ଶ୍ରମଜୀବୀ ମାନଙ୍କ ସାମାଜିକ ସୁରକ୍ଷାକୁ ସୁଦୃଢ କରିବ. ସମସ୍ତ୍ ସ୍କିମ୍ ଶ୍ରମିକ ମାନଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ କରିବା, ସର୍ବ ନିମ୍ନ ମାସକୁ ମଜୁରୀ ୨୬୦୦୦ଟଙ୍କା ଦେବା, ସରକାରୀ ଶିଳ୍ପ, କଳକାରଖାନା, ବନ୍ଦର ଓ ସଡ଼କ ପଥ ଶସ୍ତା ଦର ରେ ବିଦେଶୀ ବହୁଜାତିକ କମ୍ପାନୀଙ୍କୁ ବିକ୍ରି ବନ୍ଦ କରିବା ଦାବିରେ ବି ଟି ରନେଡିବେ, ପି ସୁନ୍ଦରିଆ, ପି, ରାମ ମୂର୍ତି, ଏମ୍ କେ ପାନ୍ଧେ, ସିତବ୍ରତ ମଜୁମଦାର, ଜ୍ୟୋତି ବସୁ , ସମର ମୁଖାର୍ଜୀ ପ୍ରମୁଖଙ୍କ ତ୍ୟାଗରେ ଗଢା ସି ଆଇ ଟି ୟୁକୁ ଜୋର୍ ଦାର କରିବାକୁ ଆହ୍ୱାନ ଦେଇଥିଲେ ଶ୍ରମିକ ନେତା ଦିବ୍ୟ ସିଂହ ନାୟକ। ଆସନ୍ତା ଫେବୃୟାରୀ ୧୨ତାରିଖ ଦେଶ ବ୍ୟାପୀ ହରତାଳ କୁ ସଫଳ କରିବା ପାଇଁ ସମସ୍ତ ଶ୍ରମଜୀବୀ ସଂଗଠନ ଗୁଡ଼ିକୁ ନିବେଦନ୍ କରିବା ସହ ବନ୍ଦକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ ସମ୍ପାଦକ କାଳନ୍ଦୀ ପାତ୍ର, ମଇଁ ନୁଦ୍ଦିନ, ସେକ୍ ସତରୁଦ୍ଦିଁ ନ, ବାବୁ ଖାଁ, ସେକ୍ କମା,ର୍ ଦିଲ୍ଲୀପ କୁମାର ସାହୁ,ମନ୍ତୁ ମୁଣ୍ଡା, ସେକ ଭାଲୁ ପ୍ରମୁଖ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande