ଛାତ୍ର ବିଜେଡିର ରାଜ୍ୟ ସାଧାରଣ ସଂପାଦକ ହେଲେ ବିଜୟ
କେନ୍ଦ୍ରାପଡ଼ା, ୩୧ ଡିସେମ୍ବର(ହି.ସ.) – ବିଜୁ ଜନତା ଦଳର ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କେନ୍ଦ୍ରାପଡା ର ବିଜୟ କୁମାର ମଣ୍ଡଳଙ୍କୁ ଛାତ୍ର ବିଜେଡିର ରାଜ୍ୟ ସାଧାରଣ ସଂପାଦକ ଭାବେ ମନେନିତ କରିଥିବାରୁ ଶ୍ରୀ ମଣ୍ଡଳ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀ
ଛାତ୍ର ବିଜେଡିର ରାଜ୍ୟ ସାଧାରଣ ସଂପାଦକ ହେଲେ ବିଜୟ


କେନ୍ଦ୍ରାପଡ଼ା, ୩୧ ଡିସେମ୍ବର(ହି.ସ.) – ବିଜୁ ଜନତା ଦଳର ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କେନ୍ଦ୍ରାପଡା ର ବିଜୟ କୁମାର ମଣ୍ଡଳଙ୍କୁ ଛାତ୍ର ବିଜେଡିର ରାଜ୍ୟ ସାଧାରଣ ସଂପାଦକ ଭାବେ ମନେନିତ କରିଥିବାରୁ ଶ୍ରୀ ମଣ୍ଡଳ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande