ଆଧିଷ୍ଟାତ୍ରୀ ମା ଭଗବଦୀ ମନ୍ଦିରରେ ଲାଗିକ ୨ଟି ତୋପ
ଜୟପୁର, ୩୧ ଡିସେମ୍ବର (ହି.ସ.) - ଜୟପୁର ଅଧିଷ୍ଟାତ୍ରୀ ମା ଭଗବତୀ ମନ୍ଦିରରେ ୨ଟି ତୋପ ଲାଗିବ । ମାଙ୍କ ଅସ୍ତ୍ର ରୂପେ ପୂଜା ପାଇବେ । ରାଜ ରାଜୁଡା ଅମଳରେ ତୋପ ମାଁ ଅସ୍ତ୍ର ହୋଇ ରହିଛି । ଆଜି ବି ସୂର୍ଯ୍ୟ ମହଲରେ ଓ ରାଜ ମହଲରେ ତୋପ ପୂଜା ପାଉଛନ୍ତି । ଏନେଇ ଆଜି ମା ଭଗବତୀ ମନ୍ଦିର ରେ ୨ଟି ତୋପ ପହଂ
ଆଧିଷ୍ଟାତ୍ରୀ ମା ଭଗବଦୀ ମନ୍ଦିରରେ ଲାଗିକ ୨ଟି ତୋପ


ଜୟପୁର, ୩୧ ଡିସେମ୍ବର (ହି.ସ.) - ଜୟପୁର ଅଧିଷ୍ଟାତ୍ରୀ ମା ଭଗବତୀ ମନ୍ଦିରରେ ୨ଟି ତୋପ ଲାଗିବ । ମାଙ୍କ ଅସ୍ତ୍ର ରୂପେ ପୂଜା ପାଇବେ । ରାଜ ରାଜୁଡା ଅମଳରେ ତୋପ ମାଁ ଅସ୍ତ୍ର ହୋଇ ରହିଛି । ଆଜି ବି ସୂର୍ଯ୍ୟ ମହଲରେ ଓ ରାଜ ମହଲରେ ତୋପ ପୂଜା ପାଉଛନ୍ତି । ଏନେଇ ଆଜି ମା ଭଗବତୀ ମନ୍ଦିର ରେ ୨ଟି ତୋପ ପହଂଚିଛି ମନ୍ଦିର ସମ୍ମୁଖରେ ଥିବା ଦୁଇ ଟି ସିଂହ ନିକଟରେ ତୋପ କୁ ସ୍ଥାପିତ କରାଯିବ ବୋଲି ମା ଭଗବତି ମନ୍ଦିର କମିଟି ତରଫରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande