5 ପ୍ରତିଶତ ବଢିଲା ମହଙ୍ଗା ଭତ୍ତା, ଜୁଲାଇ 1ରୁ ପିଛିଲା ଭାବେ ପାଇବେ ବର୍ଦ୍ଧିତ ଦରମା
ଭୁବନେଶ୍ୱର, 31 ଡିସେମ୍ବର (ହି.ସ.)- 5 ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା । ଷଷ୍ଠ ବେତନ କମିଶନ ଅନୁସାରେ ଦରମା ପାଉଥିବା ରାଜ୍ୟ କର୍ମଚାରୀମାନେ 1 ଜୁଲାଇ 2025 ଠାରୁ ପିଛିଲା ଭାବରେ ବର୍ଦ୍ଧିତ ଦରମା ପାଇବେ । ---------------
5 ପ୍ରତିଶତ ବଢିଲା ମହଙ୍ଗା ଭତ୍ତା, ଜୁଲାଇ 1ରୁ ପିଛିଲା ଭାବେ ପାଇବେ ବର୍ଦ୍ଧିତ ଦରମା


ଭୁବନେଶ୍ୱର, 31 ଡିସେମ୍ବର (ହି.ସ.)- 5 ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା । ଷଷ୍ଠ ବେତନ କମିଶନ ଅନୁସାରେ ଦରମା ପାଉଥିବା

ରାଜ୍ୟ କର୍ମଚାରୀମାନେ 1 ଜୁଲାଇ 2025 ଠାରୁ ପିଛିଲା ଭାବରେ ବର୍ଦ୍ଧିତ ଦରମା ପାଇବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande