
ଭୁବନେଶ୍ୱର, 31 ଡିସେମ୍ବର (ହି.ସ.)- ଆଜି ଵର୍ଷର ଶେଷ ଦିନ । ସରୁଛି
୨୦୨୫ କ୍ୟାଲେଣ୍ଡର । ନୂଆ ଵର୍ଷ ସେଲିବ୍ରେସନ ପାଇଁ ବିଭିନ୍ନ
ଲୋକ ଭିନ୍ନ ଭିନ୍ନ ଉପାୟରେ
ପାଳନ କରୁଛନ୍ତି । ଆଜି ଆମିଷ
ବାର ହୋଇଥିବାରୁ ଆମିଷ ମାର୍କେଟରେ ଲୋକଙ୍କ ଭିଡ ଜମିଛି । ମାଛ, ମାଂସ, କଙ୍କଡ଼ା, ଭିନ୍ନ ପ୍ରକାର ଚିଙ୍ଗୁଡି କିଣିବା
ପାଇଁ ଲୋକଙ୍କ ଭିଡ ଜମିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା