ମନ୍ କୀ ବାତରେ ମୋଟାପଣ ପ୍ରସଙ୍ଗ ଉଠାଇଲେ ପିଏମ ମୋଦି, ଖାଦ୍ୟରେ ତେଲ ପରିମାଣରେ 10 ପ୍ରତିଶତ କମ୍ କରିବାକୁ କଲେ ଅପିଲ
ନୂଆଦିଲ୍ଲୀ, 23 ଫେବ୍ରୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେମନ୍ଦ୍ର ମୋଦି ରବିବାର ନିଜ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତରେ ମୋଟାପଣର ବଢୁତିବା ପ୍ରଭାବକୁ କମ୍ କରିବା ପାଇଁ ଦେଶବାସୀଙ୍କୁ ସେମାଙ୍କ ଖାଦ୍ୟରେ ତେଲ ବ୍ୟବହାରରେ 10 ପ୍ରତିଶତ କମ୍ କରିବାକୁ ଅପିଲ କ
ମନ୍ କୀ ବାତରେ ମୋଟାପଣ     ପ୍ରସଙ୍ଗ ଉଠାଇଲେ ପିଏମ ମୋଦି, ଖାଦ୍ୟରେ ତେଲ ପରିମାଣରେ 10 ପ୍ରତିଶତ କମ୍ କରିବାକୁ କଲେ ଅପିଲ


ନୂଆଦିଲ୍ଲୀ, 23 ଫେବ୍ରୁଆରି (ହି.ସ.)-

ପ୍ରଧାନମନ୍ତ୍ରୀ ନରେମନ୍ଦ୍ର ମୋଦି ରବିବାର ନିଜ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତରେ

ମୋଟାପଣର ବଢୁତିବା ପ୍ରଭାବକୁ କମ୍ କରିବା ପାଇଁ ଦେଶବାସୀଙ୍କୁ ସେମାଙ୍କ ଖାଦ୍ୟରେ ତେଲ

ବ୍ୟବହାରରେ 10 ପ୍ରତିଶତ କମ୍ କରିବାକୁ ଅପିଲ କରିଛନ୍ତି ।

ମନ୍ କୀ ବାତ ରେଡିଓ

କାର୍ଯ୍ୟକ୍ରମରେ ମୋଟାପଣ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଖ୍ୟାତ ଖେଳାଳି ଓ

ବିଶେଷଜ୍ଞଙ୍କ ବାର୍ତ୍ତା ବି ଶୁଣାଇଥିଲେ । ସେ ଏହା ମାଧ୍ୟମରେ ଲୋକଙ୍କୁ ସଚେତନ ରହିବା ପାଇଁ

ସ୍ୱାର୍ଥବର୍ଦ୍ଧକ ଆହାର ଆପଣାଇବା ଓ ଜୀବନକୁ ଉତମ କରିବା ପାଇଁ ବାର୍ତ୍ତା ଦେଇଛନ୍ତି ।

ସେ କାର୍ଯ୍ୟକ୍ରମ ପରେ 10

ଲୋକଙ୍କୁ ଖାଦ୍ୟରେ ତେଲ କାଟର ଚ୍ୟାଲେଂଜ ଦେବା କଥା ବି କହିଛନ୍ତି । ଚ୍ୟାଲେଂଜ ଏକ ତରିକା,

ଯାହା ମାଧ୍ୟମରେ ସୋସିଆଲ ମିଡିଆରେ ପୂର୍ବରୁ ବି ପ୍ରଧାନମନ୍ତ୍ରୀ ସଚେତନତାର ଅଭିଯାନ କରିସାରିଛନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande