ମନ୍ କୀ ବାତରେ ମେଦବହୁଳକୁ ନେଇ ଚିନ୍ତା କଲେ ପିଏମ ମୋଦି, ଖାଦ୍ୟରେ ତେଲ ଦଶ ପ୍ରତିଶତ କମ୍ ‌କରିବାକୁ ଆହ୍ୱାନ
ନୂଆଦିଲ୍ଲୀ, 23 ଫେବ୍ରୁଆରି (ହି.ସ.)- ମନ୍ କୀ ବାତରେ ମେଦବହୁଳକୁ ନେଇ ଚିନ୍ତା କରିଛନ୍ତି ପିଏମ ମୋଦି ।ସେ କହିଛନ୍ତି ଯେ, ଡେରାଡୁନରେରାଷ୍ଟ୍ରୀୟକ୍ରୀଡ଼ାରଉଦ୍‌ଘାଟନଅବସରରେମୁଁଏକବହୁତଗୁରୁତ୍ୱପୂର୍ଣ୍ଣବିଷୟଉଠାଇଥିଲି, ଯାହାଦେଶରେଏକନୂଆଚର୍ଚ୍ଚାଆରମ୍ଭକରିଛି।ଏହିବିଷୟଟିହେଉଛି ‘ଓବେସିଟି’ ବାମ
ମନ୍ କୀ ବାତରେ ମେଦବହୁଳକୁ ନେଇ ଚିନ୍ତା କଲେ ପିଏମ     ମୋଦି, ଖାଦ୍ୟରେ ତେଲ ଦଶ ପ୍ରତିଶତ କମ୍ ‌କରିବାକୁ ଆହ୍ୱାନ


ନୂଆଦିଲ୍ଲୀ, 23 ଫେବ୍ରୁଆରି (ହି.ସ.)- ମନ୍ କୀ ବାତରେ ମେଦବହୁଳକୁ ନେଇ ଚିନ୍ତା କରିଛନ୍ତି

ପିଏମ ମୋଦି ।ସେ କହିଛନ୍ତି ଯେ, ଡେରାଡୁନରେରାଷ୍ଟ୍ରୀୟକ୍ରୀଡ଼ାରଉଦ୍‌ଘାଟନଅବସରରେମୁଁଏକବହୁତଗୁରୁତ୍ୱପୂର୍ଣ୍ଣବିଷୟଉଠାଇଥିଲି, ଯାହାଦେଶରେଏକନୂଆଚର୍ଚ୍ଚାଆରମ୍ଭକରିଛି।ଏହିବିଷୟଟିହେଉଛି ‘ଓବେସିଟି’ ବାମେଦବହୁଳତା।ଏକଫିଟ୍‌ଓସୁସ୍ଥଦେଶହେବାପାଇଁଆମକୁମେଦବହୁଳତାସମସ୍ୟାକୁଦୂରକରିବାକୁହେବ।ଏକଅନୁଧ୍ୟାନଅନୁଯାୟୀଆଜିପ୍ରତ୍ୟେକଆଠଜଣଙ୍କମଧ୍ୟରୁଜଣେବ୍ୟକ୍ତିମେଦବହୁଳତାରସମସ୍ୟାଭୋଗୁଛନ୍ତି।ବିଗତବର୍ଷଗୁଡ଼ିକରେମେଦବହୁଳତାରମାମଲାଦୁଇଗୁଣହୋଇଯାଇଛି, କିନ୍ତୁଏହାଠାରୁମଧ୍ୟଅଧିକଚିନ୍ତାରକଥାହେଲାପିଲାଙ୍କଭିତରେବିମେଦବହୁଳତାସମସ୍ୟାଚାରିଗୁଣବଢ଼ିଯାଇଛି।ଡବ୍ଲୁ୍ୟଏଚ୍ଓରତଥ୍ୟକହୁଛିଯେ୨୦୨୨ରେସମଗ୍ରପୃଥିବୀରେପ୍ରାୟଅଢ଼େଇଶହକୋଟିଲୋକଅଧିକଓଜନରଥିଲେ, ଅର୍ଥାତସେମାନଙ୍କରଆବଶ୍ୟକତାଠୁବହୁତଅଧିକଓଜନଥିଲା।ଏହିପରିସଂଖ୍ୟାନଅତ୍ୟନ୍ତଚିନ୍ତାଜନକଓଆମସମସ୍ତଙ୍କୁଭାବିବାକୁବାଧ୍ୟକରୁଛିଯେଅନ୍ତତଃଏପରିହେଉଛିକାହିଁକି? ଅଧିକଓଜନବାମେଦବହୁଳତାଅନେକପ୍ରକାରରଅସୁବିଧାକୁ, ରୋଗକୁମଧ୍ୟଜନ୍ମଦେଇଥାଏ।ଆମେସମସ୍ତେମିଶିଛୋଟଛୋଟପ୍ରୟାସଦ୍ୱାରାଏହିଆହ୍ୱାନରମୁକାବିଲାକରିପାରିବା, ଯେଉଁଭଳିମୁଁଗୋଟିଏଉପାୟକହିଥିଲି “ଖାଦ୍ୟରେତେଲଦଶପ୍ରତିଶତକମ୍‌କରିବା’’ ।ଆପଣସ୍ଥିରକରିନିଅନ୍ତୁଯେପ୍ରତ୍ୟେକମାସରେଦଶପ୍ରତିଶତତେଲକମ୍‌ବ୍ୟବହାରକରିବେ।ତେଲକିଣିବାସମୟରେଏବେଦଶପ୍ରତିଶତକମ୍‌ହିଁକିଣିବେ।ଏହାମେଦହୁଳତାକମ୍‌କରିବାଦିଗରେଏକଗୁରୁତ୍ୱପୂର୍ଣ୍ଣପଦକ୍ଷେପହେବ।

ଖାଦ୍ୟରେତେଲରକମ୍ବ୍ୟବହାରଏବଂମେଦବହୁଳତାଦୂରକରିବାଖାଲିବ୍ୟକ୍ତିଗତରୁଚିନୁହେଁବରଂପରିବାରପ୍ରତିଆମରଏକଦାୟିତ୍ୱମଧ୍ୟ।ଖାଦ୍ୟପେୟରେତେଲରବହୁଳବ୍ୟବହାରହୃଦରୋଗ, ମଧୁମେହଏବଂଉଚ୍ଚରକ୍ତଚାପଭଳିଅନେକରୋଗରକାରଣହୋଇପାରେ।ନିଜଖାଦ୍ୟପେୟରେଛୋଟଛୋଟପରିବର୍ତ୍ତନକରିଆମେମାନେଆମରଭବିଷ୍ୟତକୁସୁଦୃଢ଼, ସୁସ୍ଥତଥାରୋଗମୁକ୍ତକରିପାରିବା।ସେଥିପାଇଁଆଉଡେରିନକରିଏଦିଗରେଆମକୁପ୍ରୟାସକରିବାକୁପଡ଼ିବ।ଏହାକୁଆମେଜୀବନରେପ୍ରତିଫଳିତକରିବାଉଚିତ।ଆମେସମସ୍ତେମିଶିଖେଳଖେଳରେଏହାକୁବହୁତପ୍ରଭାବଶାଳୀଢଙ୍ଗରେକରିପାରିବା।ଯେମିତିକିମୁଁ ‘ମନ୍କିବାତ୍’ରଆଜିରଅଧ୍ୟାୟପରେ୧୦ଜଣଲୋକଙ୍କୁଅନୁରୋଧକରିବି, ଆହ୍ୱାନକରିବିକିଆପଣମାନେନିଜଖାଦ୍ୟରେତେଲକୁ୧୦ପ୍ରତିଶତକମ୍କରିପାରିବେକି? ତା’ସଙ୍ଗେସଙ୍ଗେଏକଥାମଧ୍ୟଅନୁରୋଧକରିବିଯେଆପଣମଧ୍ୟଆହୁରି୧୦ଜଣଲୋକଙ୍କୁଏହିଭଳିଆହ୍ୱାନଦିଅନ୍ତୁ।ମୋରବିଶ୍ୱାସ, ଏହାଦ୍ୱାରାମେଦବହୁଳତାସହିତଲଢ଼ିବାବହୁତସହଜହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande