ନୂଆଦିଲ୍ଲୀ, 23 ଫେବ୍ରୁଆରି (ହି.ସ.)
-
ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତରେ ରାଷ୍ଟ୍ରୀୟ କ୍ରୀଡାରେ ଭାଗ ନେଇଥିବା ଖେଳାଳିଙ୍କୁ
ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ
କହିଛନ୍ତି ଯେ, ଆପଣଙ୍କମଧ୍ୟରୁଅନେକେଏମିତିଥିବେ, ଯିଏଉତ୍ତରାଖଣ୍ଡରେହୋଇଥିବାଜାତୀୟକ୍ରୀଡ଼ାରରୋମାଞ୍ଚକାରୀମୁହୂର୍ତ୍ତରମଜାଉଠାଇଥିବେ।ସାରାଦେଶର୧୧,୦୦୦ରୁଅଧିକକ୍ରୀଡ଼ାବିତ୍ଏଥିରେଖୁବସୁନ୍ଦରପ୍ରଦର୍ଶନକରିଥିଲେ।ଏହିଆୟୋଜନଦେବଭୂମୀରଏକନୂତନସ୍ୱରୂପଉପସ୍ଥାପିତକଲା।ଉତ୍ତରାଖଣ୍ଡଏବେଦେଶରେକ୍ରୀଡ଼ାକ୍ଷେତ୍ରରେଏକଅନନ୍ୟଶକ୍ତିଭାବେସମ୍ମୁଖକୁଆସୁଛି।ଉତ୍ତରାଖଣ୍ଡରଖେଳାଳୀମାନେମଧ୍ୟଖୁବଭଲପ୍ରଦର୍ଶନକରିଛନ୍ତି।ଉତ୍ତରାଖଣ୍ଡଏଥରସପ୍ତମସ୍ଥାନରେରହିଲା।ଏହାହିଁତକ୍ରୀଡ଼ାରଶକ୍ତି, ଯାହାଲୋକମାନଙ୍କୁଏବଂସାମୂହିକଭାବେସାରାରାଜ୍ୟରକାୟାକଳ୍ପପରିବର୍ତ୍ତନକରିଥାଏ।ଏହାଦ୍ୱାରାଭବିଷ୍ୟତପିଢ଼ିପ୍ରେରିତହେବାସଙ୍ଗେସଙ୍ଗେକଲଚର ଅଫ୍
ଏକ୍ସିଲେନ୍ସମଧ୍ୟବୃଦ୍ଧିପାଇଥାଏ।
ଆଜିସମଗ୍ରଦେଶରେଏସବୁକ୍ରୀଡ଼ାପ୍ରଦର୍ଶନସମ୍ପର୍କରେବହୁତଚର୍ଚ୍ଚାଚାଲିଛି।ଏସବୁକ୍ରୀଡ଼ାମଧ୍ୟରେସବୁଠୁଅଧିକସ୍ୱର୍ଣ୍ଣପଦକଜିଣିଥିବାସର୍ଭିସେସରଦଳକୁମୋରବହୁତବହୁତଅଭିନନ୍ଦନ।ରାଷ୍ଟ୍ରୀୟକ୍ରୀଡ଼ାରେଭାଗନେଇଥିବାପ୍ରତ୍ୟେକଖେଳାଳିଙ୍କୁମଧ୍ୟମୁଁପ୍ରଶଂସାକରୁଛି।ଆମରବହୁତଖେଳାଳି ‘ଖେଲୋଇଣ୍ଡିଆ’ ଅଭିଯାନରୁବାହାରିଛନ୍ତି।ହିମାଚଳପ୍ରଦେଶରସାୱନବରୱାଲ, ମହାରାଷ୍ଟ୍ରରକିରଣମାତ୍ରେ, ତେଜସ୍ଶିର୍ସେ, ଆନ୍ଧ୍ରପ୍ରଦେଶରଜ୍ୟୋତିୟାରାଜୀ, ସମସ୍ତେଦେଶକୁନୂଆଆଶାଦେଇଛନ୍ତି।ଉତ୍ତରପ୍ରଦେଶରଜାଭଲିନଫିଙ୍ଗାଳିସଚିନ୍ଯାଦବ, ହରିୟାଣାରହାଇଜମ୍ପର୍ପୂଜାଓକର୍ଣ୍ଣାଟକରସନ୍ତରଣକାରୀଧିନିଧିଦେସିଂଘୁଦେଶବାସୀଙ୍କହୃଦୟଜିତିଛନ୍ତି।ଏମାନେତିନିଟିନୂଆଜାତୀୟରେକର୍ଡପ୍ରତିଷ୍ଠାକରିସମସ୍ତଙ୍କୁଚମକାଇଦେଇଛନ୍ତି।ଏଥରରରାଷ୍ଟ୍ରୀୟକ୍ରୀଡ଼ାରେକିଶୋରବୟସରଚାମ୍ପିଅନଙ୍କସଂଖ୍ୟାବିସ୍ମୟକର।୧୫ବର୍ଷରସୁଟରଗେଭିନଏଣ୍ଟନି, ୟୁପିରହ୍ୟାମର୍ଥ୍ରୋଖେଳାଳି୧୬ବର୍ଷରଅନୁଷ୍କାଯାଦବ, ମଧ୍ୟପ୍ରଦେଶର୧୯ବର୍ଷରପୋଲ୍ଭଲ୍ଟରଦେବକୁମାରମୀନାପ୍ରମାଣିତକରିଛନ୍ତିଯେଭାରତରକ୍ରୀଡ଼ାଭବିଷ୍ୟତବହୁତପ୍ରତିଭାବାନପିଢ଼ିହାତରେରହିଛି।ଉତ୍ତରାଖଣ୍ଡରେଅନୁଷ୍ଠିତଜାତୀୟକ୍ରୀଡ଼ାଏହାମଧ୍ୟଦେଖାଇଦେଲାଯେକେବେପରାଜୟକୁମାନୁନଥିବାଲୋକେନିଶ୍ଚିତଭାବେବିଜୟୀହୁଅନ୍ତି।ସହଜରେକିଏଚାମ୍ପିଅନ୍ହୁଏନାହିଁ।ମୋତେଖୁସିଲାଗୁଛିଯେଆମରଯୁବଆଥ୍ଲେଟ୍ମାନଙ୍କନିଷ୍ଠାଓଶୃଙ୍ଖଳାଯୋଗୁଁଭାରତଆଜିଗ୍ଲୋବାଲ୍ସ୍ପୋର୍ଟିଙ୍ଗ୍ପାୱାର୍ହାଉସ୍ହେବାଦିଗରେଦ୍ରୁତଅଗ୍ରସରହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା