ଶ୍ରୀ ଜଗନ୍ନାଥ ମନ୍ଦିରରେ ଦର୍ଶନ କଲେ ଗଜେନ୍ଦ୍ର ସିଂହ ଶେଖାୱତ
ପୁରୀ, 24 ଫେବ୍ରୁଆରି (ହି.ସ.) -କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ କରିଛନ୍ତି । ଏହି ଅବସରରେ ସେ ସମସ୍ତ ଜଗତକୁ ପାଳନ କରୁଥିବା ଭଗବାନଙ୍କ ନିକଟରେ ସର୍ବଜନ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି
ଶ୍ରୀ ଜଗନ୍ନାଥ ମନ୍ଦିରରେ     ଦର୍ଶନ କଲେ ଗଜେନ୍ଦ୍ର ସିଂହ ଶେଖାୱତ


ପୁରୀ, 24 ଫେବ୍ରୁଆରି (ହି.ସ.)

-କେନ୍ଦ୍ର ସଂସ୍କୃତି

ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ

କରିଛନ୍ତି । ଏହି ଅବସରରେ ସେ ସମସ୍ତ ଜଗତକୁ ପାଳନ କରୁଥିବା ଭଗବାନଙ୍କ ନିକଟରେ ସର୍ବଜନ କଲ୍ୟାଣ

ପାଇଁ ପ୍ରାର୍ଥନା କରିଛନ୍ତି ।

ନିଜ ଓଡ଼ିଶା ଗସ୍ତ ସମୟରେ

ଶେଖାୱତ ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ କୋଣାର୍କ ମନ୍ଦିର ବି ଯାଇଛନ୍ତି । ସେ କହିଛନ୍ତି ଯେ,

ଏହା ଭାରତର ଅଦ୍ୱିତୀୟ ସ୍ଥାପତ୍ୟ କଳାର ଅଦ୍ଭୁତ ଉଦାହରଣ ଅଟେ । ଏହା ବିଶ୍ୱ ଐତିହ୍ୟ ବି ଅଟେ ।

ଶେଖାୱତ ଏଠାରେ ରେଟ୍ରୋଫିଟିଙ୍ଗ କାର୍ଯ୍ୟ ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ନିର୍ଦ୍ଦେଶ

ଦେଇଥିଲେ ।କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକର ଭାରତର ପରିଚୟ କୁହାଯାଉଥିବା ସ୍ଥଳ

ଓ ନିର୍ମାଣର ଉନ୍ନତ ଦେଖାଶୁଣାକୁ ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande