ସୀମାରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ବିଏସଏଫର ଏନକାଉଂଟର
ଚଣ୍ଡିଗଡ, 26 ଫେବ୍ରୁଆରି (ହି.ସ.) - ବିଏସଏଫ ଭାରତ-ପାକ୍ ସୀମାର ପଠାନକୋଟ ସେକ୍ଟରରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନକାଉଂଟର କରିଛନ୍ତି । ଏହି ଯୁବକ ପଠାନକୋଟ ରାସ୍ତାରୁ ଭାରତୀୟ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । ଏହି ଘଟଣା ପରେ ବିଏସଏଫ ବୁଧ
ସୀମାରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ବିଏସଏଫର ଏନକାଉଂଟର


ଚଣ୍ଡିଗଡ, 26 ଫେବ୍ରୁଆରି (ହି.ସ.)

- ବିଏସଏଫ ଭାରତ-ପାକ୍ ସୀମାର ପଠାନକୋଟ ସେକ୍ଟରରେ ଜଣେ

ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନକାଉଂଟର କରିଛନ୍ତି । ଏହି ଯୁବକ ପଠାନକୋଟ ରାସ୍ତାରୁ

ଭାରତୀୟ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ

କରୁଥିଲା । ଏହି ଘଟଣା ପରେ ବିଏସଏଫ ବୁଧବାର ସକାଳେ ପଂଜାବ ପୋଲିସ ସହିତ ସୀମାବର୍ତ୍ତୀ ଅଂଚଳରେ

ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande