ମହାଶିବରାତ୍ରୀ-ସୋମନାଥ ମହାଦେବଙ୍କ ଦର୍ଶନ ପୂଜନ ପାଇଁ ଭକ୍ତ ଉତ୍ସାହିତ
ସୋମନାଥ, 26 ଫେବ୍ରୁଆରି (ହି.ସ.) -ମହାଶିବରାତ୍ରୀ ଅବସରରେ ଲୋକ ବୁଧବାର ରାଜ୍ୟର ସମସ୍ତ ଶିବ ମନ୍ଦିରରେ ଭଗବାନ ଶିବଙ୍କ ଜଳାଭିଷେକ କରୁଛନ୍ତି । ସୋମନାଥ ମନ୍ଦିରରେ ବି ମହାପୂଜା ସହିତ ମହାଶିବରାତ୍ରୀ ଉତ୍ସବ ଚାଲୁଛି । ଭୋର 4ଟା ବେଳେ ହିଁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଛି ।
ମହାଶିବରାତ୍ରୀ-ସୋମନାଥ ମହାଦେବଙ୍କ ଦର୍ଶନ ପୂଜନ ପାଇଁ ଭକ୍ତ     ଉତ୍ସାହିତ


ସୋମନାଥ, 26 ଫେବ୍ରୁଆରି (ହି.ସ.)

-ମହାଶିବରାତ୍ରୀ ଅବସରରେ ଲୋକ ବୁଧବାର ରାଜ୍ୟର ସମସ୍ତ ଶିବ

ମନ୍ଦିରରେ ଭଗବାନ ଶିବଙ୍କ ଜଳାଭିଷେକ କରୁଛନ୍ତି । ସୋମନାଥ ମନ୍ଦିରରେ ବି ମହାପୂଜା ସହିତ

ମହାଶିବରାତ୍ରୀ ଉତ୍ସବ ଚାଲୁଛି । ଭୋର 4ଟା ବେଳେ ହିଁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଛି ।

ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବହୁ ସଂଖ୍ୟାରେ ଭକ୍ତି ମନ୍ଦିର ପରିସରରେ ଏକତ୍ରିତ

ହୋଇଛନ୍ତି ଏବଂ ଚାରିଆଡେ ବମ୍ ବମ୍ ଭୋଲେ ଧ୍ୱନି ଗୁଜଂରିତ ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande