ଲକ୍ଷ୍ନୌ, 26 ଫେବ୍ରୁଆରି (ହି.ସ.)
-ଗୋରଖନାଥ ମନ୍ଦିରରେ ସ୍ଥାପିତ କଂଟ୍ରୋଲ ରୁମରୁ
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜ ମହାକୁମ୍ଭରେ ମହଶିବରାତ୍ରୀର ଅନ୍ତିମ ଅମୃତ
ସ୍ନାନର ବ୍ୟବସ୍ଥାର ପ୍ରତିକ୍ଷଣର ମନିଟରିଂ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଭୋର 4ଟାରୁ ହିଁ କଂଟ୍ରୋଲ ରୁମରେ ପହଂଚିଥିଲେ । ଟିଭିରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଳୁଙ୍କ
ସ୍ନାର ପ୍ରତି ଫିଡକୁ ଲାଇଭ ଦେଖିଥିଲେ । କଂଟ୍ରୋଲ ରୁମରୁ ହିଁ ମୁଖ୍ୟମନ୍ତ୍ରୀ ଯୋଗୀ
ଆଦିତ୍ୟନାଥ ଅଧିକାରୀଙ୍କ ନିର୍ଦ୍ଦେଶ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା