ମହାନ ସ୍ୱାଧୀନତା ସଂଗ୍ରାମୀ ରାସ ବିହାରୀ ବୋଷଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଲେ ସାଂସଦ ଅନନ୍ତ ନାୟକ
କେନ୍ଦୁଝର, 25 ମେ (ହି.ସ.) କେନ୍ଦୁଝର ସାଂସଦ ଅନନ୍ତ ନାୟକ ମହାନ ସ୍ୱାଧୀନତା ସଂଗ୍ରାମୀ ରାସ ବିହାରୀ ବୋଷଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା 'ଆଜାଦ ହିନ୍ଦ ଫୌଜ ' ର ସଙ୍ଗଠନକର୍ତା ରାସ ବିହାରୀ ବୋଷଙ୍କ ଜୟନ୍ତୀ ଅବସରର
ମହାନ ସ୍ୱାଧୀନତା ସଂଗ୍ରାମୀ ରାସ ବିହାରୀ ବୋଷଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଲେ ସାଂସଦ ଅନନ୍ତ ନାୟକ


କେନ୍ଦୁଝର, 25 ମେ (ହି.ସ.) କେନ୍ଦୁଝର ସାଂସଦ ଅନନ୍ତ ନାୟକ ମହାନ ସ୍ୱାଧୀନତା ସଂଗ୍ରାମୀ ରାସ ବିହାରୀ ବୋଷଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା 'ଆଜାଦ ହିନ୍ଦ ଫୌଜ ' ର ସଙ୍ଗଠନକର୍ତା ରାସ ବିହାରୀ ବୋଷଙ୍କ ଜୟନ୍ତୀ ଅବସରରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି । ଦେଶକୁ ସ୍ୱାଧୀନ କରାଇବା ପାଇଁ ସେ କରିଥିବା କାର୍ଯ୍ୟ ଓ ସମର୍ପଣ ଭାବ ଆଗାମୀ ପୀଢୀ ମାନଙ୍କୁ ଦେଶପ୍ରେମର ପ୍ରେରଣା ପ୍ରଦାନ କରୁଥିବ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande