ଚାଷୀଙ୍କୁ ଉନ୍ନତ ପ୍ରଜାତିର ଗାଈ ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ସାଂସଦ ଅନନ୍ତ ନାୟକ
କେନ୍ଦୁଝର, 25 ମେ (ହି.ସ.) କେନ୍ଦୁଝର ସାଂସଦ ଅନନ୍ତ ନାୟକ ରବିବାର ଦିନ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଧାନସଭା କ୍ଷେତ୍ରର ବଳା ପଂଚାୟତର କୁରୁଳିଆ ଠାରେ ଆଜି ରାଷ୍ଟ୍ରୀୟ ଗୋକୁଳ ମିଶନ ଯୋଜନା ରେ ଚାଷୀଙ୍କୁ ଉନ୍ନତ ପ୍ରଜାତିର ଗାଈ ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗଦେଇଛନ୍ତି । ଏହି ଅବସରରେ ସେ ଗୋ ମା
ଚାଷୀଙ୍କୁ ଉନ୍ନତ ପ୍ରଜାତିର ଗାଈ ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ସାଂସଦ ଅନନ୍ତ ନାୟକ


କେନ୍ଦୁଝର, 25 ମେ (ହି.ସ.) କେନ୍ଦୁଝର ସାଂସଦ ଅନନ୍ତ ନାୟକ ରବିବାର ଦିନ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଧାନସଭା କ୍ଷେତ୍ରର ବଳା ପଂଚାୟତର କୁରୁଳିଆ ଠାରେ ଆଜି ରାଷ୍ଟ୍ରୀୟ ଗୋକୁଳ ମିଶନ ଯୋଜନା ରେ ଚାଷୀଙ୍କୁ ଉନ୍ନତ ପ୍ରଜାତିର ଗାଈ ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗଦେଇଛନ୍ତି । ଏହି ଅବସରରେ ସେ ଗୋ ମାତାଙ୍କ ପୂଜା ଓ ସେବା ମଧ୍ୟ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ମାନଙ୍କ ବ୍ୟତୀତ ସ୍ଥାନୀୟ ସରପଂଚ ସ୍ମିତା ନାଏକ ଙ୍କ ସହିତ ଅନ୍ୟ କାର୍ଯ୍ୟକର୍ତା ଓ ଚାଷୀ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande