ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ଦାବିରେ ଆଇନ ମନ୍ତ୍ରୀଙ୍କୁ ଭେଟିଲେ ଧର୍ମ ଜାଗରଣ ସମନ୍ବୟ ପରିଷଦର ପ୍ରତିନିଧି ଦଳ
ଭୁବନେଶ୍ୱର, 25 ମେ (ହି.ସ) ଧର୍ମଜାଗରଣ ସମନ୍ବୟ ପରିଷଦର କାର୍ଯ୍ୟକର୍ତ୍ତାମାନେ ଆଜି ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସହ ସାକ୍ଷାତ କରିଛନ୍ତି । ପରିଷଦର ପ୍ରତିନିଧି ଦଳ ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କୁ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ କରିବା ଦିଗରେ ବିଶଦ ଆଲୋଚନା କରିଥିଲେ। ଉକ୍ତ
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ଦାବିରେ ଆଇନ ମନ୍ତ୍ରୀଙ୍କୁ ଭେଟିଲେ ଧର୍ମ ଜାଗରଣ ସମନ୍ବୟ ପରିଷଦର ପ୍ରତିନିଧି ଦଳ


ଭୁବନେଶ୍ୱର, 25 ମେ (ହି.ସ) ଧର୍ମଜାଗରଣ ସମନ୍ବୟ ପରିଷଦର କାର୍ଯ୍ୟକର୍ତ୍ତାମାନେ ଆଜି ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସହ ସାକ୍ଷାତ କରିଛନ୍ତି । ପରିଷଦର ପ୍ରତିନିଧି ଦଳ ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କୁ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ କରିବା ଦିଗରେ ବିଶଦ ଆଲୋଚନା କରିଥିଲେ। ଉକ୍ତ ଆଲୋଚନା ଚକ୍ରରେ ଧର୍ମଜାଗରଣ ସମନ୍ବୟ ପରିଷଦର ସଙ୍ଗଠନ ମନ୍ତ୍ରୀ ଶ୍ରୀ ବିନୟ କୁମାର ଭୁୟାଁ, ଆଡଭୋକେଟ୍ ଶ୍ରୀ ଚନ୍ଦ୍ରକାନ୍ତ ପ୍ରଧାନ, ଆଡଭୋକେଟ୍ ସଂଘମିତ୍ରା ରାଜଗୁରୁ, ଆଡଭୋକେଟ୍ ଶ୍ରୀ ବିଭୁକଲ୍ୟାଣ ପଣ୍ଡା, ଆଡଭୋକେଟ ଶ୍ରୀ ସତ୍ୟବ୍ରତ ପଣ୍ଡା, ଆଡଭୋକେଟ ଶ୍ରୀ ମିହିର ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande