କେଲୁଆପଲ୍ଲୀ ପିଇଓ ଗିରଫ
ଗଞାମ, ୨୫ ମଇ (ହି.ସ.)- ରଂଗେଇଲୁଣ୍ଡା ବ୍ଲକ ବିଡିଓଙ୍କ ଅଭିଯୋଗ କ୍ରମେ ପ୍ରାୟ ୫ କୋଟି ଟଂକା ହେରଫେର ଘଟଣାରେ କେଲୁଆପଲ୍ଲୀ ଓ ଲଉଡିଗାଁ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ସମୀର ମିଶ୍ରଙ୍କୁ ଗୋଳନ୍ଥରା ଥାନା ଅଧିକାରୀ ଗିରଫ କରି ଘଟଣାର ତଦନ୍ତ କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ

 rajesh pande