ତୁଷୁରାରେ ନିଃଶୁଳ୍କ ଅଙ୍ଗ ପ୍ରତ୍ୟାରୋପଣ ଶିବର ଉଦଘାଟିତ
ବଲାଙ୍ଗିର, ୨୫ ମଇ (ହି.ସ.) - ତୁଷୁରା ମାରୱାଡି ଯୁବାମଂଚ ଓ ଜାଗୃତି ଶାଖାର ଆନୁକୂଲ୍ୟରେ ଶ୍ରୀ ମହାବୀର ବିକଳାଙ୍ଗ ସହାୟତା ସମିତି, ରାଂଚିର ମିଳିତ ତତ୍ୱାବଧାନରେ ବଲାଙ୍ଗୀର ଜିଲ୍ଲା ତୁଷୁରା ଅଗ୍ରସେନ ଭବନ ଠାରେ ରବିବାର ନିଃଶୁଳ୍କ ଅଙ୍ଗ ପ୍ରତ୍ୟାରୋପଣ ଶିବର ଉଦଘାଟିତ ହୋଇ ଯାଇଛି। ଏହି ଶିବରକୁ ବଲାଙ୍ଗୀ
HOME  ରାଜ୍ୟ  ଦେଶ ବିଦେଶ  ଜିଲ୍ଲା  ରାଜନୀତି  ଅପରାଧ  ମହାନଗର  ମନୋରଞ୍ଜନ  ଶି‍କ୍ଷା ଓ ନିଯୁକ୍ତି  ଭିଡିଓ  ବିଜ୍ଞାପନ  ଖେଳ  ଯୋଗାଯୋଗ  MORE     ଗଞ୍ଜେଇ ସହ ସ୍ବିଫ୍ଟ ଡିଜାର ଗାଡି ଜବତ, ଅଭିଯୁକ୍ତ ଗିରଫ    (25-May-2025)       ||      ତୁଷୁରାରେ ନିଃଶୁଳ୍କ ଅଙ୍ଗ ପ୍ରତ୍ୟାରୋପଣ ଶିବର ଉଦଘାଟିତ   (25-May-2025)       ||      ଶୀତଳଷଷ୍ଠୀ ଯାତ୍ରାରେ ଆକର୍ଷଣୀୟ ଶୋଭାଯାତ୍ରା ସ୍ଥାନ ପାଇବ ଅପରେସନ ସିନ୍ଦୂର   (25-May-2025)       ||      *ସୋନପୁର ଠାରେ ବରିଷ୍ଠ ନାଗରିକ ସଂଘ ର ଷଷ୍ଠ ବାର୍ଷିକ ଉତ୍ସବ ପାଳନ*-   (25-May-2025)       ||      ସୋନପୁର କଲେଜରେ ପୁରାତନ ଛାତ୍ରଛାତ୍ରୀଙ୍କ ସାଧାରଣ ସଭା   (25-May-2025)       ||      *ଲାଞ୍ଜିଆଗୁଡା ରେ ବୈଦିକ ସତ୍ୟ ସନାତନ ମହିମା ଧର୍ମର ମନ୍ଦିର ପ୍ରତିଷ୍ଠା ଓ ବିଶ୍ଵ ଶାନ୍ତି ନାମ ଯଜ୍ଞ ଅନୁଷ୍ଠିତ*   (25-May-2025)       ||      ଏଥର ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ୭୫୦୦ କଳାକାରଙ୍କ ସମାଗମ ଖର୍ଚ ହେବ ୧.୭୫ କୋଟି   (25-May-2025)       ||      ଘରୋଇ ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଓ ଇଞ୍ଜେକସନ୍ ରିଆକ୍ସନ ଯୋଗୁଁ ଅଧ୍ୟାପକଙ୍କ ମୃତ୍ୟୁ ଅଭିଯୋଗ: ଥାନାରେ ଏଫ୍ ଆଇ ଆର୍ ନ ହୋଇ , ଷ୍ଟେସନ୍ ଡାଏରୀ  !ପୋଷ୍ଟମର୍ଟମ  କରାଗଲାନି     (25-May-2025)       ||      ବୃକ୍ଷରୋପଣ କରି ଜନ୍ମଦିନ ପାଳନ କଲେ କରାଟେ କୋଚ ଅସୀମ   (25-May-2025)       ||      ଅତାବିରା ଯୁବ ଇଞ୍ଜିନିୟର ରବିନ୍ଦ୍ର ଦାଶଙ୍କ ପରଲୋକ    (25-May-2025)       ||      ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ,ବିନିକା ଅଞ୍ଚଳରେ ମନରେଗା କାମ ମେସିନରେ ଚାଲିଛି ।ପରିଦର୍ଶନ ବେଳେ ପଞ୍ଚାୟତିରାଜ ମନ୍ତ୍ରୀ ଧରିଲେ ଜେସିବି ମେସିନ ।   (25-May-2025)       ||      ଲମ୍ବୋଦର ନିଖୋଜ, ପରିବାର ପକ୍ଷରୁ ଥାନାରେ ଅଭିଯୋଗ   (25-May-2025)       ||      ସିବିଏସଇ ପରିକ୍ଷା ଫଳକୁ ନେଇ ଦ୍ୱନ୍ଦ,,,,, ମଙ୍ଗଲବାର ତକ୍ ଦେଖମୁଁ,ନିହେଲେ ଫେର୍ ବସମୁଁ-ଛାତ୍ରଛାତ୍ରୀ   (25-May-2025)       ||      ବିନା ସୁଚନା ଫଲକରେ ଚାଲିଛି ଲକ୍ଷାଧିକ ଟଙ୍କାର କାମ।   (25-May-2025)       ||      ନବରଙ୍ଗପୁର ଠାରେ ଜଗା ଚାକର ସଂଘର ଧର୍ମ ସଭା*   (24-May-2025)       ||      ଡାବୁଗାଁ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ, ଜନଜୀବନ ଅସ୍ତବ୍ୟସ୍ତ   (24-May-2025)       ||      ଇଣ୍ଡସ୍ ଟାୱାର୍ସ ପକ୍ଷରୁ ଓଡ଼ିଶାରେ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଭ୍ୟାନ୍’ ର ଶୁଭାରମ୍ଭ   (24-May-2025)       ||      ଲର୍କିପାଲି ଆମପଡ଼ା ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ଶିବିର   (24-May-2025)       ||      ଡିନାମାଇଟ ବିଷ୍ପୋରଣ ଯୁବକ ଗୁରୁତର; କେଉଁଠି ହେଲା ଡିନାମାଇଟ ବିଷ୍ପୋରଣ ଜମିରେ ନା ନଦୀ ରେ   (24-May-2025)       ||      +୨ବିଜ୍ଞାନରେ ଆଞ୍ଚଳ ଆଚାର୍ଯ୍ୟ ଏବଂ +୨ କଳାରେ ରୋଜାଲିନ ପ୍ରଧାନ ବ୍ଳକ ଟପ୍ପର   (24-

ବଲାଙ୍ଗିର, ୨୫ ମଇ (ହି.ସ.) - ତୁଷୁରା ମାରୱାଡି ଯୁବାମଂଚ ଓ ଜାଗୃତି ଶାଖାର ଆନୁକୂଲ୍ୟରେ ଶ୍ରୀ ମହାବୀର ବିକଳାଙ୍ଗ ସହାୟତା ସମିତି, ରାଂଚିର ମିଳିତ ତତ୍ୱାବଧାନରେ ବଲାଙ୍ଗୀର ଜିଲ୍ଲା ତୁଷୁରା ଅଗ୍ରସେନ ଭବନ ଠାରେ ରବିବାର ନିଃଶୁଳ୍କ ଅଙ୍ଗ ପ୍ରତ୍ୟାରୋପଣ ଶିବର ଉଦଘାଟିତ ହୋଇ ଯାଇଛି। ଏହି ଶିବରକୁ ବଲାଙ୍ଗୀର ଗାୟତ୍ରୀ ଶକ୍ତିପୀଠର ସଂପାଦକ ଡା ସୁରେଶ କୁମାର ସଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମାରୱାଡି ଯୁବାମଂଚର ସଂସ୍ଥାପକ ଓ ଉପାଧ୍ୟକ୍ଷ ବିଷ୍ଣୁ ପ୍ରସାଦ କେଡିଆ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ତୁଷୁରା ଏନଏସି ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ । ମଣ୍ଡଳ ଉପାଧ୍ୟକ୍ଷ ବିକାଶ କେଡିଆ ସଭାପତିତ୍ୱ କରିଥିବା ବେଳେ ଜାଗୃତି ଶାଖାର ସଭାନେତ୍ରୀ ମଞ୍ଜୁ କେଡିଆ ମଂଚାସୀନ ଥିଲେ । ମାରୱାଡି ଯୁବାମଂଚର ସଭାପତି ରୋହିତ ଅଗ୍ରୱାଲ ମଂଚ ପରିଚାଳନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରରେ ୪୫ଜଣ ଭିନ୍ନକ୍ଷମ ରେଜିଷ୍ଟ୍ରେସନ କରିଥିବା ବେଳେ ସମସ୍ତଙ୍କୁ ଆବଶ୍ୟକୀୟ ଯନ୍ତ୍ରପାତି, ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏହି ଶିବିର ସୋମବାର ପର୍ଯ୍ୟନ୍ତ ଚାଳିବ ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande