ଯୈାତୁକ ପାଇଁ ହତ୍ୟା ଉଦ୍ୟମ
ଗଂଜାମ, ୨୫ ମଇ (ହି.ସ.)- ଦିଗପହଣ୍ଡି ଥାନାର ବଡଗୁମୁଳା ଗ୍ରାମରେ ଯୌତୁକ ପାଇଁ ରସ୍ମୀ ସେଠୀକୁ ତାର ସ୍ୱାମୀ ବୁଡୁ ସେଠୀ କାତିରେ ହାଣି ହତ୍ୟା ଉଦ୍ଯମ କରିଛି। ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରସ୍ମୀର ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାକୁ ବ୍ରହ୍ମପୁର ବଡଡାକ୍ତରଖାନା
ଯୈାତୁକ ପାଇଁ ହତ୍ୟା ଉଦ୍ୟମ


ଗଂଜାମ, ୨୫ ମଇ (ହି.ସ.)- ଦିଗପହଣ୍ଡି ଥାନାର ବଡଗୁମୁଳା ଗ୍ରାମରେ ଯୌତୁକ ପାଇଁ ରସ୍ମୀ ସେଠୀକୁ ତାର ସ୍ୱାମୀ ବୁଡୁ ସେଠୀ କାତିରେ ହାଣି ହତ୍ୟା ଉଦ୍ଯମ କରିଛି। ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରସ୍ମୀର ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାକୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଯାଇଛି । ଭାଇ ଲକ୍ଷ୍ମୀଚରଣ ସେଠୀକଂ ଏତଲା କ୍ରମେ 185/25ରେ ଏକ ମାମଲା ଥାନାରେ ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande