କଟକ, ୨୫ ମଇ (ହି.ସ.)- କଟକ ଚୌଦ୍ୱାର ଜେଲ୍ ରେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ଘଟିଛି । ଜେଲ୍ ପରିସରରେ ରହିଥିବା ଏକ ଗଛରୁ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଆଜି ଉଦ୍ଧାର କରାଯାଇଛି । ମୃତକ ହେଲେ ଟାଙ୍ଗୀ ଜରିପଡାର ବିଷ୍ଣୁପ୍ରସାଦ ସ୍ୱାଇଁ । ସେ ହତ୍ୟା ମାମଲାରେ ଜେଲ୍ ରେ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ