ଅବ୍ୟବସ୍ଥା ଘେରରେ ପୁରୁଣା ଭୁବନେଶ୍ୱର ପୌର ଚିକିତ୍ସାଳୟ
ଭୁବନେଶ୍ୱର, 25 ମେ (ହି.ସ.)- ଅବ୍ୟବସ୍ଥା ଘେରରେ ପୁରୁଣା ଭୁବନେଶ୍ୱର ପୌର ଚିକିତ୍ସାଳୟ । 41 ଡାକ୍ତର ସ୍ଥାନରେ ଅଛନ୍ତି ମାତ୍ର 13 ଡାକ୍ତର । ଡାକ୍ତରଙ୍କ ପଦବୀ ପୂରଣ ସହ ନର୍ସ ଓ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ପାଇଁ ମେଡିକାଲ ଆଗରେ ସେବା ପ୍
ଅବ୍ୟବସ୍ଥା ଘେରରେ ପୁରୁଣା     ଭୁବନେଶ୍ୱର ପୌର ଚିକିତ୍ସାଳୟ


ଭୁବନେଶ୍ୱର, 25 ମେ (ହି.ସ.)- ଅବ୍ୟବସ୍ଥା

ଘେରରେ ପୁରୁଣା ଭୁବନେଶ୍ୱର ପୌର ଚିକିତ୍ସାଳୟ । 41 ଡାକ୍ତର ସ୍ଥାନରେ ଅଛନ୍ତି ମାତ୍ର 13 ଡାକ୍ତର । ଡାକ୍ତରଙ୍କ

ପଦବୀ ପୂରଣ ସହ ନର୍ସ ଓ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ପାଇଁ ମେଡିକାଲ ଆଗରେ

ସେବା ପ୍ରତିନିଧି ଧାରଣା ଦେଇଛନ୍ତି ।

ସଂଗଠନର ଅଭିଯୋଗ ମେଡିକାଲରେ

୧୦୭ ଶଯ୍ୟାରୁ ୫୭ ଟି ଶଯ୍ୟା ରହିଛି। ପର୍ଯ୍ୟାପ୍ତ ନର୍ସ ମଧ୍ୟ ମେଡିକାଲରେ ନାହାନ୍ତି । ଏଥିପାଇଁ

ରୋଗୀ ସବୁ ବେଳେ ହନ୍ତସନ୍ତ ହେଉଛନ୍ତି । ଡାକ୍ତର ଓ ବିଶେଷଜ୍ଞ ପଦବୀ ସହ ଅନ୍ୟ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ

ଦାବୀ କରିଛି ସଂଗଠନ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande