ଭୁବନେଶ୍ୱର, 25 ମେ (ହି.ସ.)
- ସାଢ଼େ ୫
ପୂର୍ବରୁ ଅଫିସ ଛାଡ଼ି ପାରିବେନି ଅଧିକାରୀ ଓ କର୍ମଚାରୀ । ଦିନକୁ ଅତିକମରେ ସାଢ଼େ ୭ ଘଣ୍ଟା
ଅଫିସରେ ଉପସ୍ଥିତ ରହିବା ବାଧ୍ୟତାମୂଳକ । ନ ହେଲେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ସକାଳ
୧୦ ସୁଦ୍ଧା ଅଫିସରେ ପହଁଚିବାକୁ କଡ଼ା ନିର୍ଦ୍ଦେଶ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନୋଟିସ
ଜାରି କରାଯାଇଛି । ଏହା ସହ କୁହାଯାଇଛି ଅଫିସରେ କାର୍ଯ୍ୟ ସମୟ ସାଢ଼େ ୭ ଘଣ୍ଟାରୁ କମ ହେଲେ ହାପ
ଡେ ବୋଲି ଧରାଯିବ । ୪ ଘଣ୍ଟାରୁ କମ ହେଲେ ଗୋଟିଏ ଦିନର ଛୁଟି ବୋଲି ଧରାଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା