ଲଗାମ ଲଗାଇବାକୁ ଶୃଙ୍ଖଳା କମିଟି ଗଠନ ହେଉଛି -ସୁଧୀର ସାମଲ
ଭୁବନେଶ୍ୱର, 25 ମେ (ହି.ସ.) - ଦଳ ଯେତେ ବେଳେ ସରକାରରେ ଥାଏ ସେତେବେଳେ ସମସ୍ତେ ଶୃଙ୍ଖଳିତ ଥାନ୍ତି। ମୁଖ୍ୟମନ୍ତ୍ରୀ ଯିଏ ଥାନ୍ତି ତାଙ୍କୁ ଶୃଙ୍ଖଳା କମିଟି ଆବଶ୍ୟକ ହୁଏନି ବୋଲି କହିଛନ୍ତି ବିଜେଡି ନେତା ସୁଧୀର ସାମଲ । ସେ କହିଛନ୍ତି ଯେ, ଯେତେବେଳେ ଦଳ ହାରି ଯାଏ ସେତେବେଳେ
ଲଗାମ ଲଗାଇବାକୁ ଶୃଙ୍ଖଳା     କମିଟି ଗଠନ ହେଉଛି -ସୁଧୀର ସାମଲ


ଭୁବନେଶ୍ୱର, 25 ମେ (ହି.ସ.)

- ଦଳ ଯେତେ

ବେଳେ ସରକାରରେ ଥାଏ ସେତେବେଳେ ସମସ୍ତେ ଶୃଙ୍ଖଳିତ ଥାନ୍ତି। ମୁଖ୍ୟମନ୍ତ୍ରୀ ଯିଏ ଥାନ୍ତି

ତାଙ୍କୁ ଶୃଙ୍ଖଳା କମିଟି ଆବଶ୍ୟକ ହୁଏନି ବୋଲି କହିଛନ୍ତି ବିଜେଡି ନେତା ସୁଧୀର ସାମଲ । ସେ କହିଛନ୍ତି ଯେ, ଯେତେବେଳେ ଦଳ ହାରି ଯାଏ ସେତେବେଳେ

ଦଳ ରେ ଶୃଙ୍ଖଳା ରହେନି। ସେଥିପାଇଁ ଶୃଙ୍ଖଳା କମିଟି ଗଠନ ହୁଏ। ଦଳ ବିରୋଧୀ କାର୍ଯ୍ୟକଳାପ ଓ

ବୟାନ ବାଜି ରୋକିବାକୁ ସଭାପତି ଶୃଙ୍ଖଳା କମିଟି ଗଠନ କରିଛନ୍ତି। ଲଗାମ ଲଗାଇବାକୁ ଶୃଙ୍ଖଳା କମିଟି ଗଠନ ହେଉଛି ବୋଲି କହିଛନ୍ତି

ବିଜେଡି ନେତା ସୁଧୀର ସାମଲ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande