ଜୟପୁର, ୨୬ ମଇ (ହି.ସ.)- ଚାଟୁଆ ପ୍ରଜ୍ଞା ପୀଠ ଠାରେ କୋରାପୁଟ ଜିଲ୍ଲା କର୍ଡିନେଟର ସୁଶ୍ରୀ ଋତୁମ୍ବରା ପାତ୍ର, ରଚନାତ୍ମକ ପ୍ରମୁଖ ନିରଞ୍ଜନ ପାଣିଗ୍ରାହି, ସଂଗଠନ ପ୍ରମୁଖ ଗୋପାଳ ପାତ୍ର, ୟୁବା ସଂଗଠନ ପ୍ରମୁଖ ଅବତାର ନରସିଂହ ପଣ୍ଡାଙ୍କ ଅଧ୍ୟକ୍ଷତାରେ ନନ୍ଦପୁର ବ୍ଲକ ଗାୟତ୍ରୀ ପରିବାର ୧୧ ଜଣିଆ ବ୍ଲକ ପରିଚାଳନା କମିଟି ଗଠନ କରାଗଲା । ବ୍ଲକ କର୍ଡିନେଟର୍ ଜଗନ୍ନାଥ ଖୋରା, ସବ୍ କର୍ଦିନେଟର ଅପମା ଲମତାଗଡ।, ଅଫିସ୍ ଇନ ଚାର୍ଜ ଗୋବର୍ଦ୍ଧନ ଜଳା, ୟୁବ। ପ୍ରୋକୋଷ୍ଟ ଗଙ୍ଗାଧର ହନ୍ତାଲ୍, ନାରୀ ଜାଗରଣ ରିନା ମଲ୍ଲିକ, ସଂଗଠନ ସିମ।ଞ୍ଚଲ୍ ଖିଲ, ରଚନାତ୍ମକ ଦେବ ହନ୍ତାଳ, ଏକାଉଣ୍ଟ୍ ଦିଲୀପ ଚୌଧୁରୀ, ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ରାଜୁ ପାଙ୍ଗି, ସାହିତ୍ୟ ଓ ମିଡ଼ିଆ କୃଷ୍ଣ ଖାଡଙ୍ଗଙ୍କୁ ଯଥାକ୍ରମେ ବ୍ଲକ ପରିଚାଳନା କମିଟି ଭାବେ ଚୟନ କରାଗଲା। ସେହିପରି କୋରାପୁଟ ବ୍ଲକ ବରଗୁଡ। ପ୍ରଜ୍ଞା ପୀଠ ଠାରେ କୋରାପୁଟ ଜିଲ୍ଲା କର୍ଡିନେଟର ସୁଶ୍ରୀ ଋତୁମ୍ବରା ପାତ୍ର, ରଚନାତ୍ମକ ପ୍ରମୁଖ ନିରଞ୍ଜନ ପାଣିଗ୍ରାହି, ସଂଗଠନ ପ୍ରମୁଖ ଗୋପାଳ ପାତ୍ର, ୟୁବା ସଂଗଠନ ପ୍ରମୁଖ ଅବତାର ନରସିଂହ ପଣ୍ଡାଙ୍କ ଅଧ୍ୟକ୍ଷତାରେ କୋରାପୁଟ ବ୍ଲକ ଗାୟତ୍ରୀ ପରିବାର ୧୧ ଜଣିଆ ବ୍ଲକ ପରିଚାଳନା କମିଟି ଗଠନ କରାଗଲା । ସେମିଳିଗୁଡା ଠ।ରେ ସତ୍ ସଂକଳ୍ପ ଉନ୍ମୋଚନ କରାଗଲା । ଓ ବ୍ଲକ କର୍ଡିନେଟର୍ ଭାବେ ଶ୍ୟାମ ହନ୍ତାଳ, ସବ୍ କରଡ଼ିନେଟର ନୀଳାଦ୍ରି ଚୌଧୁରୀ, ଅଫିସ୍ ଇନଚାର୍ଜ ହରି ଖର।, ୟୁବ। ପ୍ରୋକୋଷ୍ଟ ଧନୁ ଯୋଡ଼ିଆ, ନାରୀ ଜାଗରଣ ସୁଷମା ମାଝି, ସଂଗଠନ ନବୀନ ଚୌଧୁରୀ, ରଚନାତ୍ମକ ଅର୍ଜୁନ ବିଲେଇପଡ଼ିଆ, ଏକାଉଣ୍ଟ୍ ହରି ଖର।, ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ଗୁରୁଦେବ ମାଝି, ସାହିତ୍ୟ ଓ ମିଡ଼ିଆ ଅମର ନାଥ ପାଢ଼ୀ, ଆଓ ଗୋଢେ଼ ସଂସ୍କାର ବ।ନ୍ ପିଢ଼ି ସୁଜାତା ମଲ୍ଲିକଙ୍କୁ ଯଥାକ୍ରମେ କୋରାପୁଟ ବ୍ଲକ ପରିଚାଳନା କମିଟି ଭାବେ ଚୟନ କରାଗଲା।
ହିନ୍ଦୁସ୍ଥାନ ସମାଚାର / ପିକେପି