ସାବତ୍ରୀରେ ସତ୍ୟବାନଙ୍କ ଘର ଆଗରେ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ୱର, ୨୬ ମଇ (ହି.ସ.) - ସାବତ୍ରୀରେ ସତ୍ୟବାନଙ୍କ ଘର ଆଗରେ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସ୍ତ୍ରୀକୁ ଛାଡି ସ୍ୱାମୀ ଅନ୍ୟ ଜାଗାରେ ବାହା ହୋଇଯାଇଥିଲେ। ଏହା ଜାଣିବା ପରେ ସ୍ତ୍ରୀ ସ୍ୱାମୀ ଘରକୁ ଆସି ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଭୁବନେଶ୍ୱର ଏୟା
ସାବତ୍ରୀରେ ସତ୍ୟବାନଙ୍କ ଘର ଆଗରେ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ


ଭୁବନେଶ୍ୱର, ୨୬ ମଇ (ହି.ସ.) - ସାବତ୍ରୀରେ ସତ୍ୟବାନଙ୍କ ଘର ଆଗରେ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସ୍ତ୍ରୀକୁ ଛାଡି ସ୍ୱାମୀ ଅନ୍ୟ ଜାଗାରେ ବାହା ହୋଇଯାଇଥିଲେ। ଏହା ଜାଣିବା ପରେ ସ୍ତ୍ରୀ ସ୍ୱାମୀ ଘରକୁ ଆସି ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଭୁବନେଶ୍ୱର ଏୟାରପୋର୍ଟ ଥାନାରେ ଅଭିଯୋଗ ପରେ ପୋଲିସ ଛାନବିନ ଆରମ୍ଭ କରିଛି। ୨ ବର୍ଷ ହେବ ଅଭିଯୋଗ କାରିଣୀଙ୍କୁ କୋର୍ଟ ପରେ ମନ୍ଦିରରେ ବିବାହ କରିଥିଲେ । ଯଦି ମୋ ସ୍ୱାମୀ ମୋତେ ଘରକୁ ନ ନିଅନ୍ତି ତେବେ ଆଉ ଥରେ ଆତ୍ମହତ୍ୟା କରିବାକୁ ଚେତାବନି ଦେଇଛନ୍ତି ଅଭିଯୋଗକାରିଣୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande