ଭୁବନେଶ୍ୱର, 26 ମେ (ହି.ସ.)
- ରବୀନ୍ଦ୍ର ମଣ୍ଡପ ରାସ୍ତାରେ ଆମ ବସ ଦୁର୍ଘଟଣା । ସ୍କୁଟି ଚାଳକଙ୍କୁ ଧକ୍କା ଦେଲା ଆମ ବସ । ଗୁରୁତର
ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣା ସ୍ଥଳରେ ଖାରବେଳ ନଗର
ଥାନା ପୋଲିସ ପହଂଚି ଖୋଳତାଡ କରୁଛି । ସେପଟେ
ଦୁର୍ଘଟଣା ଘଟାଇଥିବା ଆମ ବସ ଏବଂ ସ୍କୁଟିକୁ ଜବତ କରିଛି ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା