ଭୁବନେଶ୍ୱର, 26 ମେ (ହି.ସ.)- ସାବିତ୍ରୀ ଅମାବାସ୍ୟାର ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ସଂସ୍କୃତି ଓ
ପରମ୍ପରାର ଅନନ୍ୟ ପର୍ବ 'ସାବିତ୍ରୀ ଅମାବାସ୍ୟା'
ଅବସରରେ
ଅଭିନନ୍ଦନ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା