ଶ୍ରୀ ରାମକୃଷ୍ଣ ସାରଦା ସେବା ସଂଘର ୩୮ ତମ ପ୍ରତିଷ୍ଠା ଉତ୍ସବରେ ନିତ୍ୟାନନ୍ଦ ଗଣ୍ଡଙ୍କ ଯୋଗଦାନ
ଭୁବନେଶ୍ୱର, 26 ମେ (ହି.ସ.)- ଉମରକୋଟ ଠାରେ ଶ୍ରୀ ରାମକୃଷ୍ଣ ସାରଦା ସେବା ସଂଘର ୩୮ ତମ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ଶୁଭ କାର୍ଯ୍ୟରେ ସୁଦୂର ପଶ୍ଚିମବଙ୍ଗରୁ ପରିଶୁଧାନନ୍ଦଜୀ ମହାରାଜ ଏବଂ ରାୟଗଡ଼ାରୁ ପ୍ରଭୁ
ଶ୍ରୀ ରାମକୃଷ୍ଣ ସାରଦା ସେବା ସଂଘର ୩୮ ତମ ପ୍ରତିଷ୍ଠା ଉତ୍ସବରେ ନିତ୍ୟାନନ୍ଦ ଗଣ୍ଡଙ୍କ ଯୋଗଦାନ


ଭୁବନେଶ୍ୱର, 26 ମେ (ହି.ସ.)- ଉମରକୋଟ ଠାରେ ଶ୍ରୀ ରାମକୃଷ୍ଣ ସାରଦା ସେବା ସଂଘର ୩୮ ତମ ପ୍ରତିଷ୍ଠା

ଉତ୍ସବରେ ଯୋଗ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ଶୁଭ

କାର୍ଯ୍ୟରେ ସୁଦୂର ପଶ୍ଚିମବଙ୍ଗରୁ ପରିଶୁଧାନନ୍ଦଜୀ ମହାରାଜ ଏବଂ ରାୟଗଡ଼ାରୁ ପ୍ରଭୁ

ବରନାନନ୍ଦଜୀ ମହାରାଜ ଯୋଗ ଦେଇ ଆଧ୍ୟାତ୍ମିକ, ସେବା ସମର୍ପଣର

ଦିବ୍ୟବାର୍ତ୍ତା ପ୍ରଦାନ କରିଥିଲେ।ଉପସ୍ଥିତ

ଶ୍ରଦ୍ଧାଳୁଙ୍କୁ ସେବା ମନୋବୃତିର ଅର୍ଥ ଓ ସଂଜ୍ଞା ବଖାଣିଥିଲେ ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande