ସାମ୍ବାଦିକା ବିଜୟ ପ୍ରଧାନ ଆକ୍ରମଣର ମୂଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି, ସାମ୍ୱାଦିକଙ୍କ ସୁରକ୍ଷା ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲେ ବିଭିନ୍ନ ସଙ୍ଗଠନ ମୁଖ୍ୟ
ବଲାଙ୍ଗିର, ୨୭ ମଇ (ହି.ସ.)- ବଲାଙ୍ଗୀର ଜିଲ୍ଲା ପୁଇଁତଳାର ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣ ଘଟଣାରେ ଆଜି ଏସୟୁଜେ ଓଡ଼ିଶା ସଭାପତି କୈଳାଶ ଚନ୍ଦ୍ର ନାୟକ, ବଡ଼ ଖବରର ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ
ସାମ୍ବାଦିକା ବିଜୟ ପଧାନ ଆକ୍ରମଣ ର ମୂଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳାଇ ଙ୍କୁ ତୁରନ୍ତ ଗିରଫ ସାମ୍ୱାଦିକ ମାନଙ୍କ ସୁରକ୍ଷା ପାଇଁ ପୋଲିସ ମହାନିର୍ଦ୍ଦେଶକ ଖୁରାନିଆ ଙ୍କୁ ଭେଟିଲେ ବିଭିନ୍ନ ସଙ୍ଗଠନ ମୁଖ୍ୟ

ବଲାଙ୍ଗିର, ୨୭ ମଇ (ହି.ସ.)- ବଲାଙ୍ଗୀର ଜିଲ୍ଲା ପୁଇଁତଳାର ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣ ଘଟଣାରେ ଆଜି ଏସୟୁଜେ ଓଡ଼ିଶା ସଭାପତି କୈଳାଶ ଚନ୍ଦ୍ର ନାୟକ, ବଡ଼ ଖବରର ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ ଏବଂ ଏ.କେ. ରାୟଙ୍କ ସମେତ ବିଭିନ୍ନ ପ୍ରମୁଖ ସାମ୍ବାଦିକ ସଂଗଠନ କଟକ ଠାରେ ପୋଲିସ ମୁଖ୍ୟାଳୟରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ( ଆଇ ପି ଏସ )ଙ୍କୁ ଭେଟି ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳାଇକୁ ଅବିଳମ୍ବେ ଗିରଫ କରିବାକୁ ଦାବି କରିଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ପରେ ସ୍ଥାନୀୟ ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିବା ପରିବର୍ତ୍ତେ କିପରି ଓଲଟି ଅଭିଯୋଗକାରୀ ସାମ୍ବାଦିକଙ୍କ ନାମରେ ମାମଲା ରୁଜୁ କରି ଗଣମାଧ୍ୟମର କଣ୍ଠରୋଧ କରୁଛନ୍ତି ସେ ସମ୍ପର୍କରେ ମଧ୍ୟ ଶ୍ରୀ ଖୁରାନିଆଙ୍କ ସହିତ ଆଲୋଚନା ହୋଇଥିଲା । ପୋଲିସ ମହାନିର୍ଦ୍ଦେଶକ ସାମ୍ବାଦିକ ସଂଘ ମାନଙ୍କର ଦାବିକୁ ଧୈର୍ଯ୍ୟର ସହିତ ଶୁଣିବା ସଙ୍ଗେ ସଙ୍ଗେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ।

-

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande