ଯଜେ୍ଞଶ୍ୱର ଦଣ୍ଡପାଟଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ଭିସି ଦାୟିତ୍ୱ
ଭୁବନେଶ୍ୱର, ୨୭ ମଇ (ହି.ସ.) - ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ନୂଆ ଭିସି ନିଯୁକ୍ତ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ପ୍ରଫେସର ଯଜେ୍ଞଶ୍ୱର ଦଣ୍ଡପାଟଙ୍କୁ ନୂଆ କୁଳପତି ଭାବେ ନିଯୁକ୍ତି ମିଳିଛି । ରାଜଭବନ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ କୁଳପତି ନ
ଯଜେ୍ଞଶ୍ୱର ଦଣ୍ଡପାଟଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ଭିସି ଦାୟିତ୍ୱ


ଭୁବନେଶ୍ୱର, ୨୭ ମଇ (ହି.ସ.) - ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ନୂଆ ଭିସି ନିଯୁକ୍ତ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ପ୍ରଫେସର ଯଜେ୍ଞଶ୍ୱର ଦଣ୍ଡପାଟଙ୍କୁ ନୂଆ କୁଳପତି ଭାବେ ନିଯୁକ୍ତି ମିଳିଛି । ରାଜଭବନ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ କୁଳପତି ନିଯୁକ୍ତି ପର୍ଯ୍ୟନ୍ତ ପ୍ରଫେସର ଦଣ୍ଡପାଟ ଏହି ଦାୟିତ୍ୱରେ ରହିବେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande