ସାମ୍ୱାଦିକ ବିଜୟ ଙ୍କୁ ମାଡ ଘଟଣାର ମୂଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳାଇ ଗିରଫ
ବଲାଙ୍ଗିର, 27 ମେ (ହି.ସ.)ବଡ଼ଖାବର ର ସାମ୍ୱାଦିକ ବିଜୟ ପଧାନ ଙ୍କୁ ଅତ୍ୟାଚାର କରି ବାନ୍ଧି କଙ୍ଗାରୁ କୋର୍ଟ କରି ମାଡ଼ ମାରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳାଇ କୁ ଶେଷରେ ବଲାଙ୍ଗିର ପୋଲିସ ଗିରଫ କରିଛି । ବଲାଙ୍ଗିର ସୋନପୁର ଜିଲ୍ଲା ପୁଇନ୍ତଳା ଥାନା ଓ ତରଭା ଥାନା ସିମାବର୍ତ୍
ସାମ୍ୱାଦିକ ବିଜୟ ଙ୍କୁ ମାଡ ଘଟଣାର ମୂଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳାଇ ଗିରଫ


ବଲାଙ୍ଗିର, 27 ମେ (ହି.ସ.)ବଡ଼ଖାବର ର ସାମ୍ୱାଦିକ ବିଜୟ ପଧାନ ଙ୍କୁ ଅତ୍ୟାଚାର କରି ବାନ୍ଧି କଙ୍ଗାରୁ କୋର୍ଟ କରି ମାଡ଼ ମାରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳାଇ କୁ ଶେଷରେ ବଲାଙ୍ଗିର ପୋଲିସ ଗିରଫ କରିଛି । ବଲାଙ୍ଗିର ସୋନପୁର ଜିଲ୍ଲା ପୁଇନ୍ତଳା ଥାନା ଓ ତରଭା ଥାନା ସିମାବର୍ତ୍ତି ଅଞ୍ଚଳ ରୁ ଏହି ଘଟଣା ର ମାଷ୍ଟର ମାଇଣ୍ଡ ଗଜେନ୍ଦ୍ର ଦଳାଇ କୁ ଗିରଫ କରା ଯାଇଥିବା ନେ଼ଇ ସୂଚନା ଦେଇଛନ୍ତି ଜିଲ୍ଳା ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande