ମୌସୁମୀ ପରେ ୨ୟ ପର୍ଯ୍ୟାୟ ଅନ୍ତ୍ୟୋଦୟ ଘର ବଂଟନ
ଭୁବନେଶ୍ୱର, ୨୭ ମଇ (ହି.ସ.) - ମୌସୁମୀ ପରେ ଦ୍ୱିତୀୟ ପର୍ଯ୍ୟାୟ ଅନ୍ତ୍ୟୋଦୟ ଘର ବଂଟନ ହେବ। ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସବୁ ଯୋଜନାରୁ ବାଦ୍ ପଡ଼ିଥିଲେ ସେମାନଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ଘର ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୬୦ ହଜାର
ମୌସୁମୀ ପରେ ୨ୟ ପର୍ଯ୍ୟାୟ ଅନ୍ତ୍ୟୋଦୟ ଘର ବଂଟନ


ଭୁବନେଶ୍ୱର, ୨୭ ମଇ (ହି.ସ.) - ମୌସୁମୀ ପରେ ଦ୍ୱିତୀୟ ପର୍ଯ୍ୟାୟ ଅନ୍ତ୍ୟୋଦୟ ଘର ବଂଟନ ହେବ। ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସବୁ ଯୋଜନାରୁ ବାଦ୍ ପଡ଼ିଥିଲେ ସେମାନଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ଘର ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୬୦ ହଜାର ଘର ଦିଆଯାଇଛି। ହିତାଧିକାରୀଙ୍କ ତାଲିକା ଚାଲିଛି। ଆସନ୍ତା ୨ ମାସ ଭିତରେ ପ୍ରକ୍ରିୟା ସରିବ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande