ଭୁବନେଶ୍ୱର, 27 ମେ (ହି.ସ.)- ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ
ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ ବୈଠକ । ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ
ବାଜିପାରେ କ୍ୟାବିନେଟର ମୋହର । ଢାଞ୍ଚା ଗତ ନିୟମ ପରିବର୍ତ୍ତନ ଅନୁଯାୟୀ ବସିବ ଏହି ବୈଠକ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା