ରାଜ୍ୟରେ ପ୍ରଥମ ଡେଙ୍ଗୁ ରୋଗୀ ମୃତ୍ୟୁ ଅଭିଯୋଗ
ଭୁବନେଶ୍ୱର, 27 ମେ (ହି.ସ.)- ବର୍ଷା ଆରମ୍ଭରୁ ଡରାଇଲାଣି ଡେଙ୍ଗୁ । ରାଜ୍ୟରେ ପ୍ରଥମ ଡେଙ୍ଗୁ ରୋଗୀ ମୃତ୍ୟୁ ଅଭିଯୋଗ ହୋଇଛି । ମୃତ୍ୟୁର ରିପୋର୍ଟ ନେଇ ତଦନ୍ତ କରାଯାଉଥିବା କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର । ଡେଙ୍ଗୁ ନେଇ ବିଭିନ୍ନ ସ୍ଥାନରେ ଜନସଚ
ରାଜ୍ୟରେ ପ୍ରଥମ ଡେଙ୍ଗୁ ରୋଗୀ ମୃତ୍ୟୁ ଅଭିଯୋଗ


ଭୁବନେଶ୍ୱର, 27 ମେ (ହି.ସ.)- ବର୍ଷା ଆରମ୍ଭରୁ ଡରାଇଲାଣି ଡେଙ୍ଗୁ । ରାଜ୍ୟରେ ପ୍ରଥମ ଡେଙ୍ଗୁ ରୋଗୀ ମୃତ୍ୟୁ

ଅଭିଯୋଗ ହୋଇଛି । ମୃତ୍ୟୁର ରିପୋର୍ଟ ନେଇ ତଦନ୍ତ କରାଯାଉଥିବା କହିଛନ୍ତି ଜନ ସ୍ୱାସ୍ଥ୍ୟ

ନିର୍ଦେଶକ ନୀଳକଣ୍ଠ ମିଶ୍ର । ଡେଙ୍ଗୁ ନେଇ

ବିଭିନ୍ନ ସ୍ଥାନରେ ଜନସଚେତନତା କରାଯାଉଛି । ଆସନ୍ତା ଜୁନ 1ରୁ

ଭୁବନେଶ୍ୱରରେ ବଡ଼ଧରଣର ସଚେତନତା କାର୍ଯ୍ୟକ୍ରମ ହେବ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande