କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ, 27 ମେ (ହି.ସ.)- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ତାଙ୍କ ବରିଷ୍ଠ ସହଯୋଗୀ ତଥା ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକାରୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ଏକ ବାର୍ତ୍ତ
କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ, 27 ମେ (ହି.ସ.)- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ତାଙ୍କ ବରିଷ୍ଠ

ସହଯୋଗୀ ତଥା ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକାରୀଙ୍କୁ ଜନ୍ମଦିନର ହାର୍ଦ୍ଦିକ

ଶୁଭକାମନା ଜଣାଇଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ଏକ ବାର୍ତ୍ତା ସେୟାର କରି

ନୀତିନ ଗଡକାରୀଙ୍କୁ ଦୂରଦର୍ଶୀ ଓ ପଥପ୍ରଦର୍ଶକ ନେତା ବୋଲି କହିଛନ୍ତି, ଯିଏ ଦେଶର

ଭିତ୍ତିଭୂମିରେ କ୍ରାନ୍ତିକାରୀ ପରିବର୍ତ୍ତନ ଓ ବିକାଶକୁ ନେଇ ତାଙ୍କ ପ୍ରୟାସ ପାଇଁ ବ୍ୟାପକ

ଭାବେ ପ୍ରଶଂସିତ ହେଉଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମୋର ବରିଷ୍ଠ ସହଯୋଗୀ ଏବଂ ବରିଷ୍ଠ ନେତା ନୀତିନ

ଗଡକାରୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା । ଜଣେ ଦୂରଦର୍ଶୀ, ଜଣେ ପଥପ୍ରଦର୍ଶକ, ଯିଏକ

ଭାରତର ଭିତ୍ତିଭୂମିରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବା ଓ ସର୍ବଦା ବିକାଶକୁ ପ୍ରୋତ୍ସାହନ

ଦେବା ପାଇଁ ସର୍ବଦା ପ୍ରୟାସ କରିଛନ୍ତି । ମୁଁ ପ୍ରାର୍ଥନାକୁ କରୁଛି ଯେ, ଈଶ୍ୱର ତାଙ୍କୁ

ସୁସ୍ଥ,ଖୁସି ଓ ଦୀର୍ଘାୟୁ ଜୀବନ ପ୍ରଦାନ କରନ୍ତୁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande