ସୀମାବିବାଦ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତା ପ୍ରଥମ ବୈଠକ
ଭୁବନେଶ୍ୱର, 27 ମେ (ହି.ସ.)- ସୀମାବିବାଦ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତା ବସିଲା ପ୍ରଥମ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟିର ପ୍ରଥମ ବୈଠକ ଆରମ୍ଭ ହୋଇଛି । ବୈଠକରେ ଉପ ବାଚସ୍ପତି, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ, ବିଜେପି
ସୀମାବିବାଦ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତା ପ୍ରଥମ ବୈଠକ


ଭୁବନେଶ୍ୱର, 27 ମେ (ହି.ସ.)- ସୀମାବିବାଦ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତା ବସିଲା ପ୍ରଥମ ବୈଠକ ।

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟିର ପ୍ରଥମ ବୈଠକ ଆରମ୍ଭ ହୋଇଛି । ବୈଠକରେ ଉପ ବାଚସ୍ପତି, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ, ବିଜେପି

ବିଧାୟକ ପ୍ରକାଶ ସୋରେନ ଉପସ୍ଥିତ ଅଛନ୍ତି । କୋଟିଆ, ପୋଲାଭରମ

ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ । ପଡୋଶୀ ରାଜ୍ୟ କିପରି ଓଡିଶା ସୀମାରେ ଜବରଦଖଲ କରି ବିଭିନ୍ନ

କାର୍ଯ୍ୟକ୍ରମ ନକରିବେ ତାହା ଉପରେ ଆଲୋଚନା ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande