ଭୁବନେଶ୍ୱର, 27 ମେ (ହି.ସ.)
- ପୋଲସରାକୁ ମିଳିବ ମ୍ୟୁନିସିପାଲିଟି ମାନ୍ୟତା । ନୂଆ ଏନଏସିଓ ମୁନିସିପାଲିଟି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପୋଲସରା ହେବ ମୁନିସିପାଲିଟି । ଏନଏସିରୁ ମୁନିସିପାଲିଟି ହେବ ପୋଲସରା। ପୋଲସରା ଏନଏସି
କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗଞ୍ଜାମ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ଚିଠି କରିଛି ।
ନିର୍ଦ୍ଧାରିତ ଫର୍ମରେ ତଥ୍ୟ ଦେବାକୁ ଚିଠି ହୋଇଛି । ଏପ୍ରିଲ ୩୦ ତାରିଖରେ ହୋଇଛି ଚିଠି।
ବର୍ତ୍ତମାନ ନୁଆ ଏନଏସିଓ ମ୍ୟୁନସିପାଲଟି ପାଇଁ
ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ନିର୍ଦ୍ଧାରିତ ଫର୍ମରେ ତଥ୍ୟ ଦାଖଲ ପାଇଁ ଗୃହ ଓ ନଗର
ଉନ୍ନୟନ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଥିବା ବେଳେ ୩୦ ରୁ ଅଧିକ ସ୍ଥାନରୁ
ପ୍ରସ୍ତାବ ପହଞ୍ଚିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା