ସରକାରୀ ବାସଭବନରେ ଲୋକଙ୍କ ଅଭିଯୋଗ ଶୁଣିଲେ ପ୍ରଭାତି ପରିଡା
ଭୁବନେଶ୍ୱର, 27 ମେ (ହି.ସ.) - ଆଜି ସରକାରୀ ବାସଭବନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅଭିଯୋଗ ନେଇ ଆସିଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକଟି ସମସ୍ୟାକୁ ଗୁରୁତ୍ଵର ସହ ବିଚାର କରିବ
ସରକାରୀ ବାସଭବନରେ ଲୋକଙ୍କ ଅଭିଯୋଗ ଶୁଣିଲେ ପ୍ରଭାତି ପରିଡା


ଭୁବନେଶ୍ୱର, 27 ମେ (ହି.ସ.)

- ଆଜି ସରକାରୀ ବାସଭବନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅଭିଯୋଗ ନେଇ ଆସିଥିବା

ଜନସାଧାରଣଙ୍କ ଅଭିଯୋଗ ଶୁଣିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା। ଏହି ଅବସରରେ

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକଟି ସମସ୍ୟାକୁ ଗୁରୁତ୍ଵର ସହ ବିଚାର କରିବା ଏବଂ

ତ୍ଵରିତ ନ୍ୟାୟ ପ୍ରଦାନ ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande