ବିଜେପି ସରକାରର ସଫଳତା ଉତ୍ସବ ପାଳନକୁ କାଉଂଟର କରିବ ବିଜେଡ଼ି
ଭୁବନେଶ୍ୱର, ୨୮ ମଇ (ହି.ସ.)- ରାଜ୍ୟ ସରକାର ଗୋଟିଏ ବର୍ଷ ପୁରଣ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆମେ ମଧ୍ୟ ପ୍ରସ୍ତୁତ ହେଉଛୁ ତାଙ୍କ ମୁଖା ଖୋଲିବାକୁ ବୋଲି କହିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି ଜୁନ ୧୨ରେ ଓଡ଼ିଶା ନୂଆ ନାଟକ ଦେଖିବ। ନାଟକର ନାଁ ହେଲା ମିଛ କାହାଣୀକୁ ସତ ଜବାବ। ବିଜ
ବିଜେପି ସରକାରର ସଫଳତା ଉତ୍ସବ ପାଳନକୁ କାଉଂଟର କରିବ ବିଜେଡ଼ି


ଭୁବନେଶ୍ୱର, ୨୮ ମଇ (ହି.ସ.)- ରାଜ୍ୟ ସରକାର ଗୋଟିଏ ବର୍ଷ ପୁରଣ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆମେ ମଧ୍ୟ ପ୍ରସ୍ତୁତ ହେଉଛୁ ତାଙ୍କ ମୁଖା ଖୋଲିବାକୁ ବୋଲି କହିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି ଜୁନ ୧୨ରେ ଓଡ଼ିଶା ନୂଆ ନାଟକ ଦେଖିବ। ନାଟକର ନାଁ ହେଲା ମିଛ କାହାଣୀକୁ ସତ ଜବାବ। ବିଜେପିର ମିଛ କାହାଣୀକୁ ବିଜେଡ଼ିର ସତ ଜବାବ। ମଇଦାନ ପଡିଛି। ଓଡିଶାର ଜନତା ବିଜେଡ଼ିର ସ୍ୱର ସାଜିବେ। ଘରେ ଘରେ ରାସ୍ତା ଘାଟରେ ପ୍ରଚାର କରୁଛନ୍ତି। ତାଙ୍କର ସଭାରେ ଚେୟାର ଖାଲି ପଡୁଛି। ବିଜେଡ଼ି ଜବାବ ଦେବ, ଅପେକ୍ଷା କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande