ଗଞାମ , 28 ମଇ (ହିସ) - ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜର ଅବସର ପ୍ରାପ୍ତ ଭେଷଜ ପ୍ରଫେସର ଡାକ୍ତର ପ୍ରଫୁଲ୍ଲ ସାହୁ କଂ ଆଜି ସକାଳେ ଗଜପତି ନଗର ବାସଭବନରେ95 ବର୍ଷ ବୟସରେ ପରଲୋକ ହୋଇଯାଇଛି ।ଏଖବରପ୍ରଚାରିତ ହେବାମାତ୍ରେ ଗଂଜାମ ଜିଲ୍ଲା ତଥା ବ୍ରହ୍ମପୁରରେ ଶୋକର ଛାୟା ଖେଳିଯାଇଛି । ଶହଶହ ଡାକ୍ତର, ଡାକ୍ତର ଛାତ୍ରଛାତ୍ରୀମାନେ ଓସହରର ବହୁବିଶିଷ୍ଠ ବ୍ଯକ୍ତି ବିଶେଷ ତାଙ୍କ ବାସଭବନ କୁଯାଇ ଅନ୍ତିମ ଦର୍ଶନ କରିଛନ୍ତି । ଡାକ୍ତର ସାହୁ କଂ ମୃତ୍ୟୁ ପୂର୍ବରୁ ଇଛାମୁତାବକ ତାକଂର ମରଶରୀରକୁ ଏମକେସି ମେଡିକାଲ୍ କଲେଜ ଛାତ୍ର ଛାତ୍ରୀ କୁଂଶିକ୍ଷାଦାନଓଗବେଷଣା ପାଇଁ ପରିବାର ଲୋକେ ଦାନକରିଛନ୍ତି। ଡାକ୍ତର ସାହୁ କଂ ବିୟୋଗରେ ବହ୍ମପୁରଡକ୍ଟରସ୍ ଫୋରମରସଦସ୍ଯକଂସମେତସଭାପତିଡାକ୍ତର ଶକଂର୍ଷଣ ପାତ୍ର, ସାଧାରଣ ସଂପାଦକ ଅତୁଲ୍ଯକୁମାର ପଟ୍ଟନାୟକ, ପୂର୍ବ ତନ ସାଧାରଣସଂପାଦକଡାକ୍ତରନକୁଳ ସାହୁ, କୋଷାଧ୍ଧକ୍ଷ ଡାକ୍ତର ସମରେନ୍ଦ୍ରସାହୁ,ଡାକ୍ତର ଗାନ୍ଧୀ ଚୌଧୁରୀ, ପୂର୍ବ ତନ ସଂପାଦକ ଡାକ୍ତର ହୃଷୀକେଶ ମହାନ୍ତି ପିତ୍ତଳ ଧର୍ମାନଂଦମହିଳା ସମିତି ସଂପାଦିକା ଗସୁଶ୍ରୀ ପୁଷ୍ପାଜଳିପଣ୍ଡା ବହ୍ମପୁର ମହେନ୍ଦ୍ର କଳାସାହିତ୍ଯ ସଂସଦ ରସଂପାଦିକା ଯୋସ୍ନାରାଣୀପଣ୍ଡାଓ ବହୁବ୍ଯକ୍ତି ବିଶେଷ ଅନୁଷ୍ଠାନ ପକ୍ଷରୁପକ୍ଷରୁ ଗଭୀର ଶୋକ ପ୍ରକାଶ କରି ଆତ୍ମା ରସଦଗତିକାମନାକରି ଶୋକ ସନ୍ତପ୍ତ ପରିବାର ବର୍ଗ କୁଂ ସମବେଦନା ଜ୍ଞାପନ କରୁଛନ୍ତି ।
ହିନ୍ଦୁସ୍ଥାନସମାଚାର/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ