ଆର୍ଯ୍ୟପଲ୍ଲୀରେ ଡେଙ୍ଗୁରେ ଜଣଙ୍କ ମୃତ୍ୟୁ
ଗଞାମ, ୨୮ ମଇ (ହି.ସ.) - ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀରେ ଡେଂଗୁ ର ପ୍ରକୋପ ଦେଖାଦେଇଛି । ଡେଂଗୁରେ ଆକ୍ରାନ୍ତ ହୋଇ ଜଣେନାବାଳକ (୧୩)ର ମୃତ୍ୟୁ ହୋଇଥିଲା ବେଳେ ୫ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ବିଭାଗରଏକ ଟିମ୍ ଏହି ଗାଁରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଠାରୁ ପାଂ
ଆର୍ଯ୍ୟପଲ୍ଲୀରେ ଡେଙ୍ଗୁରେ ଜଣଙ୍କ ମୃତ୍ୟୁ


ଗଞାମ, ୨୮ ମଇ (ହି.ସ.) - ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀରେ ଡେଂଗୁ ର ପ୍ରକୋପ ଦେଖାଦେଇଛି । ଡେଂଗୁରେ ଆକ୍ରାନ୍ତ ହୋଇ ଜଣେନାବାଳକ (୧୩)ର ମୃତ୍ୟୁ ହୋଇଥିଲା ବେଳେ ୫ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ବିଭାଗରଏକ ଟିମ୍ ଏହି ଗାଁରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଠାରୁ ପାଂଚଟି ସ୍ଥାନରୁ ଜଳ ନମୁନାକୁ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କରାଯାଉଛି ।

ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande