ଜାମ୍ମୁ 28 ମଇ ଶ୍(ହି.ସ)-
ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ପାଇଁ ଖୋଲା ଅଛି।ଆଜି ଛୋଟ ଯାନଗୁଡିକୁ ଉଭୟ ପାର୍ଶ୍ୱରୁ ଯିବାକୁ
ଅନୁମତି ଦିଆଯାଇଛି,ଯେତେବେଳେ ବଡ ଯାନଗୁଡିକୁ କେବଳ ଶ୍ରୀନଗରରୁ ଜାମ୍ମୁ ଅଭିମୁଖେ ଯିବାକୁ
ଅନୁମତି ଦିଆଯାଇଛି।
ଟ୍ରାଫିକ ବିଭାଗର ଅଧିକାରୀ
କହିଛନ୍ତି ଯେ ଜାମ୍ମୁ-ଶ୍ରୀନଗର ରାଜପଥରେ ଯାନବାହନ ଚଳାଚଳ ସ୍ୱାଭାବିକ ଭାବରେ ଜାରି ରହିଛି।ଯାନବାହନ
ଗୁଡିକୁ ସେମାନଙ୍କ ଲେନରେ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂକୌଣସି ଯାନକୁ ଦ୍ରୁତ ଗତିରେ ନ ଚଳାଇବାକୁ କିମ୍ବା
ଓଭରଟେକିଂ ନ କରିବାକୁ ପରାମର୍ଶ ଦିଆଯାଇଛି ଯାହା ଦ୍ୱାରା ରାଜାର୍ଗ ଟ୍ରାଫିକ ଜାମ ପରିସ୍ଥିତି
ସୃଷ୍ଟି ନ ହୁଏ।ଏହି ସମୟରେ ଛୋଟ ଯାନଗୁଡିକୁ ଜାମ୍ମୁରୁ ଶ୍ରୀନଗରଉଭୟ ପାର୍ଶ୍ୱରୁ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି
,ଯେତେବେଳେ ବଡ ଯାନଗୁଡିକୁ କେବଳ ଶ୍ରୀନଗରରୁ ଜାମ୍ମୁ ଅଭିମୁଖେ ଯିବାକୁ ଅନୁମତି ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା