ସୁନ୍ଦରଗଡ ଖଣି ଦୁର୍ନୀତି ଟଙ୍କା ବିଜେଡିକୁ ଯାଉଥିଲା - କୁସୁମ ଟେଟେ
ଭୁବନେଶ୍ୱର, ୨୮ ମଇ (ହି.ସ.)- ସୁନ୍ଦରଗଡ଼ ଖଣି ଦୁର୍ନୀତିକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ବିଧାୟିକା କୁସୁମ ଟେଟେ । ସେ କହିଛନ୍ତି ସୁନ୍ଦରଗଡ ଖଣି ଦୁର୍ନୀତି ଟଙ୍କା ବିଜେଡିକୁ ଯାଉଥିଲା। ସେହି ଖଣି ଦୁର୍ନୀତି ଟଙ୍କାକୁ ନିର୍ବାଚନରେ ଖର୍ଚ୍ଚ କରିଥିଲା ବିଜେଡି। ଜଣେ ସ୍ଥାନୀୟ ନେତା , ଜଣେ ପୁ
ସୁନ୍ଦରଗଡ ଖଣି ଦୁର୍ନୀତି ଟଙ୍କା ବିଜେଡିକୁ ଯାଉଥିଲା - କୁସୁମ ଟେଟେ


ଭୁବନେଶ୍ୱର, ୨୮ ମଇ (ହି.ସ.)- ସୁନ୍ଦରଗଡ଼ ଖଣି ଦୁର୍ନୀତିକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ବିଧାୟିକା କୁସୁମ ଟେଟେ । ସେ କହିଛନ୍ତି ସୁନ୍ଦରଗଡ ଖଣି ଦୁର୍ନୀତି ଟଙ୍କା ବିଜେଡିକୁ ଯାଉଥିଲା। ସେହି ଖଣି ଦୁର୍ନୀତି ଟଙ୍କାକୁ ନିର୍ବାଚନରେ ଖର୍ଚ୍ଚ କରିଥିଲା ବିଜେଡି। ଜଣେ ସ୍ଥାନୀୟ ନେତା , ଜଣେ ପୁରୁଣା ପ୍ରଶାସକ ଟିମ ବନେଇକି ଦୁର୍ନୀତି କରିଛନ୍ତି। ଏସଆଇଟି ତଦନ୍ତ ଆରମ୍ଭ କରିଛି ଖୁବଶୀଘ୍ର ସବୁ ବଡ଼ ମାଛ ଧରା ପଡ଼ିବେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande