ବିଏମସି ମେୟରଙ୍କ ବିରୋଧରେ ଏତଲା ଦେଲା ମହିଳା ମୋର୍ଚ୍ଚା
ଭୁବନେଶ୍ୱର, ୨୮ ମଇ (ହି.ସ.)- ମହିଳା ଥାନା ସମ୍ମୁଖରେ ଗର୍ଜିଲେ ବିଜେପି ଭୁବନେଶ୍ୱର। ମେୟର ବାଂଲାଦେଶ ସପକ୍ଷରେ ଦେଇଥିବା ବୟାନକୁ ନେଇ ମହିଳା ମୋର୍ଚ୍ଚା ମେୟରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଥାନାରେ ଏତଲା ଦେଇଛି। ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁବାଶିନୀ ପୃଷ୍ଟି କହିଛନ୍ତି ଜଣେ ଉଚ୍ଚ ପଦ
ବିଏମସି ମେୟରଙ୍କ ବିରୋଧରେ ଏତଲା ଦେଲା ମହିଳା ମୋର୍ଚ୍ଚା


ଭୁବନେଶ୍ୱର, ୨୮ ମଇ (ହି.ସ.)- ମହିଳା ଥାନା ସମ୍ମୁଖରେ ଗର୍ଜିଲେ ବିଜେପି ଭୁବନେଶ୍ୱର। ମେୟର ବାଂଲାଦେଶ ସପକ୍ଷରେ ଦେଇଥିବା ବୟାନକୁ ନେଇ ମହିଳା ମୋର୍ଚ୍ଚା ମେୟରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଥାନାରେ ଏତଲା ଦେଇଛି। ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁବାଶିନୀ ପୃଷ୍ଟି କହିଛନ୍ତି ଜଣେ ଉଚ୍ଚ ପଦବୀରେ ରହି କିଭଳି ଦେଶ ବିରୋଧି ବୟାନ୍ ଦେଲେ। ଏମିତିକି ମେୟର ନିଜର ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଏଭଳି ମତ ଦେଇଛନ୍ତି। ମେୟର ଏ ବାବଦରେ କ୍ଷମା ପ୍ରାର୍ଥନା କରିବା ସହ ତୁରନ୍ତ ଇସ୍ତଫା ଦାବି କରିଛି ମହିଳା ମୋର୍ଚ୍ଚା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande