ବଢିଲା ମନ୍ତ୍ରୀ ଓ ଅଧିକାରୀଙ୍କ ଗାଡ଼ି ଖର୍ଚ୍ଚ
ଭୁବନେଶ୍ୱର, 28 ମେ (ହି.ସ.)- ବଢିଲା ମନ୍ତ୍ରୀ ଓ ଅଧିକାରୀଙ୍କ ଗାଡ଼ି ଖର୍ଚ୍ଚ । ମନ୍ତ୍ରୀ, ଉଚ୍ଚ ପଦସ୍ତ ଅଫିସର ପାଇଁ ମାସିକ ଗାଡ଼ି ଖର୍ଚ୍ଚ 50 ହଜାର 4 ଶହ ଟଙ୍କା ମିଳିବ। ମନ୍ତ୍ରୀ, ଅଫିସର ଓ ଭିଭିଆଇପି ବ୍ୟବହାର କରୁଥିବା ଘରୋଇ ଗାଡ଼ିର ମାସିକ ଭଡ଼ା ଖର୍ଚ୍ଚ ବଢ
ବଢିଲା ମନ୍ତ୍ରୀ ଓ ଅଧିକାରୀଙ୍କ ଗାଡ଼ି ଖର୍ଚ୍ଚ


ଭୁବନେଶ୍ୱର, 28 ମେ (ହି.ସ.)- ବଢିଲା ମନ୍ତ୍ରୀ ଓ ଅଧିକାରୀଙ୍କ ଗାଡ଼ି ଖର୍ଚ୍ଚ । ମନ୍ତ୍ରୀ, ଉଚ୍ଚ ପଦସ୍ତ ଅଫିସର ପାଇଁ

ମାସିକ ଗାଡ଼ି ଖର୍ଚ୍ଚ 50 ହଜାର 4

ଶହ

ଟଙ୍କା ମିଳିବ। ମନ୍ତ୍ରୀ, ଅଫିସର ଓ ଭିଭିଆଇପି ବ୍ୟବହାର କରୁଥିବା ଘରୋଇ ଗାଡ଼ିର ମାସିକ ଭଡ଼ା

ଖର୍ଚ୍ଚ ବଢ଼ାଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରେ ସଂଶୋଧନ

କରାଯାଇଛି। ପ୍ରାୟ ୬ ବର୍ଷ ପରେ ଏହି ଭଡ଼ା ସଂଶାଧନ କରାଯାଇଥିବା ନେଇ ଅର୍ଥ ବିଭାଗ ପକ୍ଷରୁ

ବିଜ୍ଞପ୍ତି ଜାରି ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande