ପ୍ରେସ୍ କାଉନ୍‌ସିଲ୍ ନାମ ବ୍ୟବହାର ଉପେର ନେିଷଧୋଦଶ
କେନ୍ଦ୍ରାପଡା-୨୯ ମଇ (ହିସ) : ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ର ଏକ ବୈଧାନିକା ସଂସ୍ଥା ହୋଇଥିବାରୁ କୈାଣସି ସଂସ୍ଥା ଓ ଗଣମାଧ୍ୟମ ପ୍ରେସ୍ କାଉନ୍‌ସିଲ୍ ନାମ ବ୍ୟବହାର କରିବା ଉପରେ ନେିଷଧୋଦଶ ରହିଛି । ଜିଲ୍ଲାର କୈାଣସି ସରକାରୀ ସଂଘ ଓ ଗଣମାଧ୍ୟମ ସଂସ
ପ୍ରେସ୍ କାଉନ୍‌ସିଲ୍ ନାମ ବ୍ୟବହାର ଉପେର ନେିଷଧୋଦଶ


କେନ୍ଦ୍ରାପଡା-୨୯ ମଇ (ହିସ) : ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ର ଏକ ବୈଧାନିକା ସଂସ୍ଥା ହୋଇଥିବାରୁ କୈାଣସି ସଂସ୍ଥା ଓ ଗଣମାଧ୍ୟମ ପ୍ରେସ୍ କାଉନ୍‌ସିଲ୍ ନାମ ବ୍ୟବହାର କରିବା ଉପରେ ନେିଷଧୋଦଶ ରହିଛି । ଜିଲ୍ଲାର କୈାଣସି ସରକାରୀ ସଂଘ ଓ ଗଣମାଧ୍ୟମ ସଂସ୍ଥା ନିଜ ସଂସ୍ଥାର ନାମ ପଞ୍ଜିକରଣ ସମୟରେ ପ୍ରେସ୍ କାଉନ୍‌ସିଲ୍ ଶଦ୍ଦ ବ୍ୟବହାର ନ କରିବାକୁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନେିଦ୍ଦର୍ଶନାମା ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ବିନା ଅନୁମତି ରେ ଏହି ନାମ ବ୍ୟବହାର କରାଗେଲ ଏହା ଆଇନ ଅନୁଯାୟୀ ଗ୍ରହଣୀୟ ନେୁହଁ । ଜିଲ୍ଲାର କୈଣସି ସଂଘ ବା ଗଣମାଧ୍ୟମ ସଂସ୍ଥା ନିଜ ନାମ ସହିତ ପ୍ରେସ୍ କାଉନ୍‌ସିଲ୍ ବ୍ୟବହାର ନ କରିବାକୁ କେନ୍ଦ୍ରାପଡା ଜିଲ୍ଲାସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚିତ କରାଇ ଦିଆଯାଇଛି । ନୂଆ ଦିଲ୍ଲେୀର ପ୍ରେସ୍ କାଉନ୍‌ସିଲ୍ ର ସଚିବାଳୟ କାର୍ଯ୍ୟ କରୁଥିବା େବେଳ ଏହାର କୈାଣସି ରାଜ୍ୟ ଶାଖା କୈାଣସି ଠୋର କାର୍ଯ୍ୟ କେର ନାହିଁ । ଏହାର ଚିହ୍ନ ଓ ନାମ ବ୍ୟବହାର େଅବୌଧ େଅଟ ବୋଲି କେନ୍ଦ୍ରାପଡା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

--------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande