କେନ୍ଦ୍ରାପଡା ସାମ୍ବାଦିକ ୟୁନିୟନ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
କନ୍ଦ୍ରାପଡା-୨୯ ମଇ (ହିସ) : ଓଡିଶା ସାମ୍ବାିକ ୟୁନିୟନ ର ନେିଦ୍ଦର୍ଶ କ୍ରେମ କେନ୍ଦ୍ରାପଡା ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ େଉଦ୍ଦଶ୍ୟେର ଲିଖିତ ଏକ ।ବିପତ୍ର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ମାଧ୍ୟମେର ପ୍ରାନ କରାଯାଇଛି । ରାଜ୍ୟେର ସାମ୍ବାିକ ମାନଙ୍କ ସୁରକ୍ଷା ବିପନ୍ନ ହେଉଥି
କେନ୍ଦ୍ରାପଡା ସାମ୍ବାଦିକ ୟୁନିୟନ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର


କନ୍ଦ୍ରାପଡା-୨୯ ମଇ (ହିସ) : ଓଡିଶା ସାମ୍ବାିକ ୟୁନିୟନ ର ନେିଦ୍ଦର୍ଶ କ୍ରେମ କେନ୍ଦ୍ରାପଡା ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ େଉଦ୍ଦଶ୍ୟେର ଲିଖିତ ଏକ ।ବିପତ୍ର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ମାଧ୍ୟମେର ପ୍ରାନ କରାଯାଇଛି । ରାଜ୍ୟେର ସାମ୍ବାିକ ମାନଙ୍କ ସୁରକ୍ଷା ବିପନ୍ନ ହେଉଥିବା େବେଳ ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଅବିଳେମ୍ବ ଏକ ସ୍ୱତନ୍ତ୍ର ଆଇନ ପେଡାଶୀ ରାଜ୍ୟ ମହାରାଷ୍ଟ୍ର ଓ ଛତିଶଗଡ ଧାଂଚୋର ପ୍ରଣୟନ କରିବାକୁ ।ବି କରାଯାଇଛି । ଏହା ସହ ଓୟେୁଜ ର ମୂଳ ।ବି ଅନ୍ୟ ରାଜ୍ୟ ଭଳି ସାମ୍ବାିକଙ୍କୁ ପେନଶନ ପ୍ରାନ କରିବା ଏବଂ ୧୬ ବର୍ଷ ବିତି ଯାଇଥେôଲ ମଧ୍ୟ ସାମ୍ବାିକ ଅଧିସ୍ୱୀକୃତି କମିଟିର ପୁନଃଗଠନ କରିବା, ଅନୁକମ୍ପା ମୂଳକ ସହାୟତା ରାଶିର ପରିମାଣ ୮ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ।ବି ରଖାଯାଇଛି । ଏହି ।ବି ଗୁଡିକୁ ଜୁନ ୧୨ ତାରିଖ ପୂବର୍ରୁ ପୁରଣ କରିବା ପାଇଁ ସାମ୍ବାିକ ମାନଙ୍କ ପକ୍ଷରୁ ।ବି କରାଯାଇଛି । ଏହି ।ବିପତ୍ର ପ୍ରାନ ସମୟେର ସଭାପତି ପେରଶ ।ସ ସଂପାକ ଜଗନ୍ନାଥ ।ସ, ୁର୍ଗା ପ୍ରସା ପତି, ସେନ୍ତାଷ ପୋଥାଳ, ମୃତ୍ୟୁଞ୍ଜୟ ପରିଡା, ପ୍ରଭାତ ଲେଙ୍କା, ସୋମନାଥ ସାହୁ, ସବିର ଖାନ, ଜ୍ୟୋତିର୍ମୟ ଜେନା, ନିଳ୍ରାି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥେôଲ ।

---------------

ù

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande