ଭୁବନେଶ୍ୱର, 29 ମେ (ହି.ସ.)
- କୋଭିଡ ନେଇ
ଭୟଭୀତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ
କହିଛନ୍ତି ଯେ, କୋଭିଡ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପୂର୍ବରୁ କହିଛନ୍ତି । ରାଜ୍ୟବାସୀଙ୍କୁ
ଅନୁରୋଧ ଯେ ଭୟଭୀତ ହୁଅନ୍ତୁ ନାହିଁ । ରାଜ୍ୟ ସରକାର ସ୍ଥିତି ଉପରେ ନଜର ଅଛନ୍ତି । ସବୁ
ପଦକ୍ଷେପ ନିଆଯାଉଛି । ସେହିପରି ଡେଙ୍ଗୁ ନିୟନ୍ତ୍ରଣ ନେଇ ବି କାମ ଚାଲିଛି ବୋଲି ମନ୍ତ୍ରୀ
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା