ରଥ ନିର୍ମାଣର ସମୀକ୍ଷା କଲେ ଗଜପତି ମହାରାଜା
ଭୁବନେଶ୍ୱର, 29 ମେ (ହି.ସ.)- ରଥ ନିର୍ମାଣର ସମୀକ୍ଷା କଲେ ଗଜପତି ମହାରାଜା । ରଥଖଳା ଯାଇ ବୁଲି ଦେଖିବା ସହ ରଥ ନିର୍ମାଣ ଅଗ୍ରଗତି ନେଇ ମହାରଣା ସେବାୟତଙ୍କ ସହ ଆଲୋଚନା କରିଛନ୍ତି ଗଜପତି ମହାରାଜା । ---------------
ରଥ ନିର୍ମାଣର ସମୀକ୍ଷା     କଲେ ଗଜପତି ମହାରାଜା


ଭୁବନେଶ୍ୱର, 29 ମେ (ହି.ସ.)- ରଥ ନିର୍ମାଣର ସମୀକ୍ଷା କଲେ ଗଜପତି ମହାରାଜା । ରଥଖଳା

ଯାଇ ବୁଲି ଦେଖିବା ସହ ରଥ ନିର୍ମାଣ ଅଗ୍ରଗତି ନେଇ ମହାରଣା ସେବାୟତଙ୍କ ସହ ଆଲୋଚନା କରିଛନ୍ତି

ଗଜପତି ମହାରାଜା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande